ତଥାସ୍ତୁ | TATHASTU | Odia Story | PODCAST | Colors Of LIFE

ମୁଁ ପାଟି କରିବା ପୂର୍ବରୁ ମୋ ମୁହଁରେ ହାତ ଦେଇ କହିଲା- ‘ଚୁପ୍‌’ । ମୁଁ କେବେ ଭାବିନଥିଲି ଅନ୍ଧାରରେ ଘର ଲୋକଙ୍କ ନଜର ଆଡେଇ ସୁନୀତା ମୋ ରୁମ୍‌ରେ ପହଞ୍ଚିଯିବ ବୋଲି । ତା’ ଦେହ ସ୍ପର୍ଶରୁ ଜାଣି ପାରିଥିଲି ସେ ଏବେ ଏକ ବସ୍ତ୍ର ପରିହିତା । ତା’ ଗ୍ରୀବାଠୁ ପାଦ ପର୍ଯ୍ୟନ୍ତ ଘୋଡେଇ ରଖୁଥିବା ବସ୍ତ୍ରଟିକୁ ଯଦି ଏବେ ଖୋଲିଦିଆଯାଏ, ସେ ସମ୍ପୁର୍ଣ୍ଣ ବିବସ୍ତ୍ର ହିଁ ହୋଇଯିବ । ହଠାତ୍‌ ମୋ ଦେହର ତାପମାତ୍ରା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଲା । କଣ କରିବି ଭାବିବାକୁ ମତେ ସୁଯୋଗ ନଦେଇ ମୋ ସାରା ଦେହକୁ ଚୁମିବାକୁ ଲାଗିଲା ସୁନୀତା । ସେଦିନ ସୁନୀତା ସୁନୀତା ହୋଇ ରହି ନଥିଲା । ତା’ ଭିତରେ ଯେମିତି ସବାର ହୋଇଥିଲା ଅୟୁତ ଯୁଗର ତୃଷିତା କାମିନୀ ।…

ତଥାସ୍ତୁ | TATHASTU | Odia Story | PODCAST | Colors Of LIFE

Enjoy the sweetness of Odia story. Colors Of LIFE brings to you Odia story PODCAST. ‘TATHASTU’- ତଥାସ୍ତୁ-It is a heart-touching story by Prakash Ranjan Parida.

Share this

Leave a Reply

Your email address will not be published. Required fields are marked *