ଶରୀରରେ ବୟସର ଛାପ ଦେଖି ଆପଣ ଚିନ୍ତାଗ୍ରସ୍ତ ହେଉଛନ୍ତି କି ? ବୟସ ବଢିଲେ ବିଭିନ୍ନ ରୋଗ ଆକ୍ରମଣ କରିବା ସହ ଶରୀର ଦୁର୍ବଳ ହୋଇଯିବ, ଏଧାରଣା ସମ୍ପୂର୍ଣ୍ଣ ଭୁଲ । ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟ ବୟସ୍କଙ୍କୁ ବି ରୋଗମୁକ୍ତ ରଖିପାରିବ । ସାଧାରଣତଃ ୪୦ ବର୍ଷ ପୂରଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଖାଦ୍ୟରେ ଅସନ୍ତୁଳନ ଏବଂ ଚାପଗ୍ରସ୍ତ ଦିନଚର୍ଯ୍ୟା ଯୋଗୁଁ ବୟସ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ପ୍ରାଣାୟାମ କଣ? ସଂସ୍କୃତ ଶବ୍ଦ ପ୍ରାଣାୟାମର ଅର୍ଥ: ପ୍ରାଣ + ଆୟାମ । ‘ପ୍ରାଣ’ ଅର୍ଥ ଜୀବନ ଓ ‘ଆୟାମ’ ଅର୍ଥ ଦୀର୍ଘ । ଭୌତିକ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ, ନିରୋଗ ଦୀର୍ଘ ଜୀବନକୁ ସୂଚିତ କରେ । ଯୋଗାଭ୍ୟାସର ପ୍ରଥମ ଓ ସର୍ବୋତ୍ତମ ସୋପାନ ହେଉଛି ପ୍ରାଣାୟାମ । ମହର୍ଷି ପତଞ୍ଜଳିଙ୍କ ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାରେ ସମର୍ଥ ଏକ ଅଦୃଷ୍ଟ ଶକ୍ତି । ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?
ସଂପୂର୍ଣ୍ଣ ପଢ଼ନ୍ତୁ

Share this