World Vegan Day 2022: ଆଜି ବିଶ୍ୱ ଶାକାହାରୀ ଦିବସ, ଜାଣନ୍ତୁ ଏହି ଦିବସ (ନଭେମ୍ବର ୧)ର ଇତିହାସ


ଆଜି ହେଉଛି ୱାଲ୍ଡ ଭେଜିଟେରିଆନ ଡେ ବା ବିଶ୍ୱ ଶାକାହାରୀ ଦିବସ । ବିଶ୍ୱବାସୀଙ୍କୁ ଶାକାହାରୀ ଜୀବନଯାପନ କରିବା ପାଇଁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧ ତାରିଖରେ ବିଶ୍ୱ ଶାକାହାରୀ ଦିବସ ପାଳନ କରାଯାଏ । ଏବେ ବିଶ୍ୱରେ ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଭାରତର ପାରମ୍ପରିକ ଶାକାହାରୀ ଭୋଜନ ପ୍ରତି ବିଶ୍ୱବାସୀ ସଚେତନ ହେଉଛନ୍ତି । ସାଧାରଣତଃ ଶାକାହାରୀମାନେ ଖାଦ୍ୟରେ ମାଂସ, ଅଣ୍ଡା, ଦୁଗ୍ଧ ସାମଗ୍ରୀ ବ୍ୟବହାର […]

Share this