ଆବଶ୍ୟକତାଠାରୁ ଅଧିକ ଶୋଉଥିବା ଲୋକେ ହୋଇଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ରୋଗର ଶିକାର
କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍ […]