ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ


ଭିଜା ମାଟିର ମିଠା ବାସ୍ନାରେ ମତୁଆଲା ଆକାଶ …ମାଟି ଓ ମୌସୁମୀର ମିଳନ ପର୍ବ। ବାଡ଼ି ବଗିଚାରୁ ଛୁଟୁଛି ରଙ୍ଗଣୀ, ହରଗୌରୀର ସୁବାସ । ଚାରିଆଡେ ଏବେ ଉତ୍ସବର ମାହୋଲ । ମହାମାରୀ କରୋନାର ଦାଉ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି; କୁଆଁରୀ କଣ୍ଠରୁ ଶୁଭୁଛି ରଜଗୀତ । ଘରେ ଘରେ ଜମିଛି ପୋଡ଼, ମଣ୍ଡା ଓ କାକରା ପିଠାର ଆସର । ଆଦ୍ୟ […]

Share this

ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତକୁ ଅପେକ୍ଷା | ଆସୁଛି ରଜ


ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁବ ରଜ। ମାଟି ଓ ମୌସୁମୀର ମିଳନର ପର୍ବ … ଓଡ଼ିଶାର ଏକ ପାରମ୍ପରିକ ପର୍ବ ରଜ । ବସୁଧା, ପ୍ରକୃତି ମାତାର ଅବଦାନକୁ ସ୍ମରଣ କରିବାର ମହାର୍ଘ୍ୟ ପରମ୍ପରା ହେଉଛି ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ […]

Share this