ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ
ଭିଜା ମାଟିର ମିଠା ବାସ୍ନାରେ ମତୁଆଲା ଆକାଶ …ମାଟି ଓ ମୌସୁମୀର ମିଳନ ପର୍ବ। ବାଡ଼ି ବଗିଚାରୁ ଛୁଟୁଛି ରଙ୍ଗଣୀ, ହରଗୌରୀର ସୁବାସ । ଚାରିଆଡେ ଏବେ ଉତ୍ସବର ମାହୋଲ । ମହାମାରୀ କରୋନାର ଦାଉ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି; କୁଆଁରୀ କଣ୍ଠରୁ ଶୁଭୁଛି ରଜଗୀତ । ଘରେ ଘରେ ଜମିଛି ପୋଡ଼, ମଣ୍ଡା ଓ କାକରା ପିଠାର ଆସର । ଆଦ୍ୟ […]