ଖାଇବାକୁ ପଡ଼ିବନି ଔଷଧ, ଆପଣଙ୍କ କିଚେନରେ ଅଛି ଏହି ୬ଟି ପ୍ରାକୃତିକ ପେନ୍ କିଲର
ସାଧାରଣତଃ ଲୋକେ ମୁଣ୍ଡ ଯନ୍ତ୍ରଣା, ମାଂସପେଶୀରେ ବ୍ୟଥା, ଗଣ୍ଠି ଓ ଅନ୍ୟ ଯନ୍ତ୍ରଣା ସମୟରେ ଯନ୍ତ୍ରଣା ନିବାରକ (PainKiller) ବ୍ୟବହାର କରିଥାନ୍ତି । ଏହାସହତି ଶରୀରର କୌଣସି ଅଂଶରେ ସାମାନ୍ୟ ଦରଦ ସମୟରେ ଲୋକେ ତୁରନ୍ତ ପେନ କିଲର୍ସ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପେନ କିଲର ଖାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଦୈନିକ ପେନକିଲର ଖାଉଥିବା ଲୋକଙ୍କ ସ୍ମରଣ ଶକ୍ତି ହ୍ରାସ […]