କେରଳର କୋଲ୍ଲମ ପରେ କନ୍ନୁରରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ୫ ଜିଲ୍ଲାରେ ହାଇଆଲର୍ଟ
Updated 18/07/2022 ୪ ଦିନ ମଧ୍ୟରେ ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ । ସୋମବାର କେରଳର କନ୍ନୁର ସହରରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୪ ତାରିଖର କେରଳର କୋଲ୍ଲମ ଜିଲ୍ଲାରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ସଂକ୍ରମଣ ପରେ ରାଜ୍ୟର ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ (monkeypox virus) କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସୂଚନା […]