ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ


ଇତିହାସର ଅନ୍ଧାରୀ ସୁଡଙ୍ଗରୁ ବିଶ୍ୱାସର ଆବର୍ତ୍ତମାନ । ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ । ସନାତନ ସଂସ୍କୃତିର ପ୍ରମୁଖ ପୀଠ କାଶୀ ବିଶ୍ୱନାଥ ପୀଠ ଫେରିପାଇବ ମୂଳ ପୀଠର ଗାରିମା । ଜ୍ଞାନବାପୀ ପରିସରରେ କଥିତ ଶିବଲିଙ୍ଗ ଠାବ ପରେ ଏପରି ଆଶା ଉଜ୍ଜିବିତ ହୋଇଛି । ଏଯାଏ ମାମଲା କୋର୍ଟରେ ବିଚାରାଧିନ ରହିଛି । ପୂଜା ପାଇଁ ଅନୁମତି ଦେବାକୁ ହିନ୍ଦୁ ପକ୍ଷରୁ ଆବେଦନ ହୋଇଛି । ଯାହାର ଶୁଣାଣି ୨୦୨୨ […]

Share this

ଶିବଲିଙ୍ଗର ପ୍ରକୃତ ଅର୍ଥ କଣ; ଭୁଲ ଅର୍ଥ ପ୍ରସାରିତ ହେବା ପଛର କାରଣ କଣ?


ଲିଙ୍ଗ ଶବ୍ଦର ସଂସ୍କୃତ ଅର୍ଥ ‘ପ୍ରତୀକ’, ଶିବଲିଙ୍ଗର ପ୍ରକୃତ ଅର୍ଥ ଶିବଙ୍କ ପ୍ରତୀକ ସଂସ୍କୃତ ଶବ୍ଦକୋଷ ଅନୁସାରେ ଜାଣିନିଅନ୍ତୁ ଲିଙ୍ଗ ଓ ଶିବ-ଲିଙ୍ଗର ପ୍ରକୃତ ଅର୍ଥ ଅନେକ ସମୟରେ ସମାଜରେ ଶିବ-ଲିଙ୍ଗ ପୂଜା ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଅନ୍ୟ ସଂପ୍ରଦାୟ ସହିତ କିଛି ହିନ୍ଦୁ ସଂପ୍ରଦାୟର ଲୋକ ମଧ୍ୟ ଶିବ ମନ୍ଦିରରେ ଲିଙ୍ଗ ଓ ଯୋନି ପୂଜା ହେଉଥିବା କହିଥାନ୍ତି । ଯେଉଁ ଭୁଲ ସଂଜ୍ଞା ଛୋଟ ପିଲାଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ […]

Share this

ସନାତନ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମାର ମହତ୍ୱ


Guru purnima history and significance in odia: ଗୁରୁ ପୂର୍ଣ୍ଣିମା ଅର୍ଥାତ ଅନ୍ଧକାରରୁ ଆଲୋକ, ଅଜ୍ଞନତାରୁ ଜ୍ଞାନ ଏବଂ ଆତ୍ମସ୍ୱାଭିମାନ ଜାଗ୍ରତ କରୁଥିବା ସର୍ବୋଚ୍ଚ ଗୁରୁଙ୍କ ପ୍ରତି ନମନର ଦିବସ, କୃତଜ୍ଞତା ପ୍ରକାଶର ଅବସର । ଯେଉଁମାନେ ଆତ୍ମଜ୍ଞାନ ପ୍ରଦାନ କରିବା ସହ ଜୀବନ ଯାତ୍ରାରେ ଆମକୁ ମାର୍ଗଦର୍ଶନ କରାନ୍ତି, ସେମାନେ ଗୁରୁ ହିଁ ଅଟନ୍ତି । ଗୁରୁ ପୂର୍ଣ୍ଣିମାର ମହତ୍ୱ ଆଷାଢ ମାସର ପୂର୍ଣ୍ଣିମାକୁ ଭାରତୀୟ ପରମ୍ପରାରେ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ […]

Share this