World Diabetes Day 2022: ମଧୁମେହ ରୋଗରୁ ବର୍ତ୍ତିବା ପାଇଁ ଜାଣନ୍ତୁ ଲକ୍ଷଣ ଓ ରୁହନ୍ତୁ ସତର୍କ
ବର୍ତ୍ତମାନ ସମୟରେ ମଧୁମେହ ଏକ ସାଧାରଣ ସମସ୍ୟା । ପ୍ରତିବର୍ଷ ଏହି ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭୁଲ ଜୀବନଶୈଳୀ ଓ ଜେନେଟିକ୍ କାରଣରୁ ଅନେକ ଲୋକ ଡାଇବେଟିସ୍ ର ଶିକାର ହେଉଛନ୍ତି । ଡାଇବେଟିସ୍ ଘାତକ ରୋଗ ହୋଇନଥିଲେ ବି ଅବହେଳା କାରଣରୁ ଏହା ସାଙ୍ଘାତିକ ପର୍ଯ୍ୟାୟରେ ପହଞ୍ଚିଥାଏ । ଯଦିଓ ଲକ୍ଷଣକୁ ଜାଣିପାରି ପ୍ରାରମ୍ଭିକ ସମୟରେ ଚିକିତ୍ସା ଆରମ୍ଭ କଲେ ଆପଣ ମଧୁମେହ କବଳରୁ ବର୍ତ୍ତିଯାଇ ପାରିବେ । ବିଶ୍ୱ […]