ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି କି ? ଫୁସଫୁସକୁ ରୋଗମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ


ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ହିଁ ଗଠିତ । ଏବଂ ପ୍ରତି କୋଷ ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଫୁସଫୁସ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ମୁଖ୍ୟ ଅଂଶ ଅଟେ । ଫୁସଫୁସ ଛାତିର ଉଭୟ ପାର୍ଶ୍ୱରେ ରହିଥାଏ । ଯାହାର ସୁସ୍ଥତା ଉପରେ ଆମ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ, ଧୂମପାନ, କ୍ଷତିକାରକ ରାସାୟନିକ ପଦାର୍ଥ, ଧୂଳି-ମାଟି ଏବଂ ଶୁଖିଲା ପବନ ଯୋଗୁଁ ବିଷାକ୍ତ ପଦାର୍ଥ ଫୁସଫୁସରେ ଜମା […]

Share this

ଜାଣନ୍ତୁ ସୁଦ୍ଧ ମହୁ ଚିହ୍ନିବାର ସରଳ ଉପାୟ ଓ ସ୍ୱାସ୍ଥ୍ୟଗତ ଲାଭ


ସୁଦ୍ଧ ମହୁ ନାମରେ ଆପଣ ଅପମିଶ୍ରିତ ମହୁ ଖାଉନାହାନ୍ତି ତ ? କାରଣ ଏବେ ବଜାରରେ ଅନେକ ବ୍ରାଣ୍ଡର ଅପମିଶ୍ରିତ ମହୁ ଉପଲବ୍ଧ ରହିଛି । ମହୁ ନାମରେ ଯାହାକୁ ଖାଇବା ପରେ ଲାଭ ବଦଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ସାଧାରଣତଃ ଲୋକେ ୱେଟ ଲସ୍ (Honey to lose weight )ଠାରୁ ଆରମ୍ଭ କରି ଗଳା ଦରଜ (Sore throat)ର ଘରୋଇ ଉପଚାର ପାଇଁ ମହୁ ବ୍ୟବହାର କରିଥାନ୍ତି । ବିଭିନ୍ନ ଖାଦ୍ୟକୁ […]

Share this

ଆବଶ୍ୟକତାଠାରୁ ଅଧିକ ଶୋଉଥିବା ଲୋକେ ହୋଇଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ରୋଗର ଶିକାର


କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍ […]

Share this

ଖାଇବାକୁ ପଡ଼ିବନି ଔଷଧ, ଆପଣଙ୍କ କିଚେନରେ ଅଛି ଏହି ୬ଟି ପ୍ରାକୃତିକ ପେନ୍ କିଲର


ସାଧାରଣତଃ ଲୋକେ ମୁଣ୍ଡ ଯନ୍ତ୍ରଣା, ମାଂସପେଶୀରେ ବ୍ୟଥା, ଗଣ୍ଠି ଓ ଅନ୍ୟ ଯନ୍ତ୍ରଣା ସମୟରେ ଯନ୍ତ୍ରଣା ନିବାରକ (PainKiller) ବ୍ୟବହାର କରିଥାନ୍ତି । ଏହାସହତି ଶରୀରର କୌଣସି ଅଂଶରେ ସାମାନ୍ୟ ଦରଦ ସମୟରେ ଲୋକେ ତୁରନ୍ତ ପେନ କିଲର୍ସ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପେନ କିଲର ଖାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଦୈନିକ ପେନକିଲର ଖାଉଥିବା ଲୋକଙ୍କ ସ୍ମରଣ ଶକ୍ତି ହ୍ରାସ […]

Share this

ସୂର୍ଯ୍ୟ ନମସ୍କାର: ସକାଳେ ସମୟ ମିଳୁନି ତ ସଂଧ୍ୟାରେ କରନ୍ତୁ ଅଭ୍ୟାସ


ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟ ନମସ୍କାର- ଏକ ସଂପୂର୍ଣ୍ଣ ଯୋଗ ବ୍ୟାୟାମ। ସୂର୍ଯ୍ୟ ନମସ୍କାର ୧୨ଟି ଯୋଗାସନର ସମାହାର । ଯଦି ଆପଣଙ୍କ ପାଇଁ ସମୟର ଅଭାବ, କିନ୍ତୁ ଆପଣ ଫିଟ୍ ରହିବାର ଉପାୟ ଖୋଜୁଛନ୍ତି, ତେବେ ସୂର୍ଯ୍ୟ ନମସ୍କାର ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ‘ସୂର୍ଯ୍ୟ ନମସ୍କାର’ର ଆକ୍ଷରିକ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣିପାତ । ମନକୁ ଶାନ୍ତ ଏବଂ […]

Share this

HealthCare- ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୫ଟି ଫଳ


ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ଫଳ । ତେଣୁ କୁହାଯାଏ ସବୁଦିନ ସକାଳେ ଫଳ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ବନି । ଫଳ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପୂର୍ବ ରଚନାରେ ଖାଲି ପେଟରେ ୫ଟି ଫଳ ଖାଇବାକୁ ବାରଣ କରାଯାଇଥିଲା । କିନ୍ତୁ ଏହି ରଚନାରେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଜାଣନ୍ତୁ। ଖାଲି ପେଟରେ ଖାଆନ୍ତୁ ଏହି ଫଳ ଅମୃତଭଣ୍ଡା ପିଜୁଳି […]

Share this

HealthCare- ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୫ଟି ଫଳ


ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ହୋଇଥିବାରୁ ଫଳ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ଯଦି ଆପଣ ଖାଲି ପେଟରେ ଫଳ ଖାଉଛନ୍ତି, ତେବେ ଏକଥା ଜାଣିବା ଜରୁରୀ […]

Share this

କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ଖାଉଛନ୍ତି କି ଏହି ଖାଦ୍ୟ, ଶରୀର ପାଇଁ ହୋଇପାରେ କ୍ଷତିକାରକ


କ୍ଷୀର ଶରୀର ପାଇଁ କେତେ ଯେ ପୁଷ୍ଟିକର ଏକଥା କାହାକୁ ଅଛପା ନାହିଁ । ପିଲାଦିନରୁ ଆମେ ଶୁଣିଛନ୍ତି କ୍ଷୀର ପିଇବା ଶରୀର ପାଇଁ କେତେ ମହତ୍ୱପୂର୍ଣ୍ଣ । କିନ୍ତୁ ଆପଣ ଜାଣନ୍ତି କି କ୍ଷୀର ପିଇବା ପରେ ତୁରନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଏପରି ଅନେକ ଖାଦ୍ୟ ରହିଛି ଯାହାକୁ କ୍ଷୀର ପିଇବା ପରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବେଳେବେଳେ ଏହା ସାଂଘାତିକ ମଧ୍ୟ ହୋଇପାରେ । […]

Share this

ଆୟୁର୍ବେଦ ଅନୁସାରେ କେଉଁ ତେଲରେ ପାଦ ମାଲିସ କରିବା ଉଚିତ ?


ତ୍ୱଚା ଓ ବାଳର ଯତ୍ନ ପାଇଁ ଲୋକେ ଅନେକ ପ୍ରକାର ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ଲୋକମାନେ ପ୍ରାୟତଃ ପାଦକୁ ଅଣଦେଖା କରିଥାନ୍ତି । ପାଦ ମାଲିସ କରିବା କଥାକୁ ଅନେକ ଲୋକ ଜରୁରୀ ବୋଲି ଭାବନ୍ତି ନାହିଁ । ମୁଣ୍ଡ ବିନ୍ଧା କିମ୍ବା ଅଣ୍ଟା ଯନ୍ତ୍ରଣା ସମୟରେ ଲୋକେ ତେଲ ମାଲିସ କରିଥାନ୍ତି । କିନ୍ତୁ ଏକଥା ଆପଣ ଜାଣନ୍ତି କି ବାଳରେ ତେଲ ଲଗାଇବାଠାରୁ ପାଦରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଏହା […]

Share this

ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍, ଯାହା ଆପଣଙ୍କୁ ରୋଗମୁକ୍ତ କରିବାକୁ ସକ୍ଷମ


Ash gourd juice is a great detoxifying agent ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁସ୍, ପ୍ରକୃତିର ଅନନ୍ୟ ଅବଦାନ । ଯାହାକୁ ଆପଣ ଘରେ ହିଁ ପ୍ରସ୍ତୁତ କରିପାରିବେ, ଏବଂ ଯାହା ଓଡ଼ିଶାର ପ୍ରତି ଗାଁରେ ଓ ସହରରେ ଉପଲବ୍ଧ, ପାଇପାରିବେ ବିଲକୁଲ ମାଗଣାରେ । ଏପରିକି ଏଥିପାଇଁ ଆପଣଙ୍କୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବନି । ମାତ୍ର 7 ଦିନ ଏହି ଜୁସ ପିଇବା ପରେ ଆପଣଙ୍କ ଶରୀରରେ ସମସ୍ତ ବିଷାକ୍ତ ଅଂଶର ନାଶ […]

Share this