ମୁତ୍ର ରଙ୍ଗରୁ ଜାଣନ୍ତୁ ରୋଗ, ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ କରିଥାଏ ମୁତ୍ରର ରଙ୍ଗ


ମୁତ୍ର ରଙ୍ଗ ହିଁ ଜଣାଇ ଦେଇଥାଏ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା । ଏପରିକି ଶରୀରରେ ଥିବା ରୋଗ ବିଷୟରେ ମୁତ୍ର ରଙ୍ଗରୁ ଆଭାସ ମିଳିଯାଇଥାଏ । ମୁତ୍ର ରଙ୍ଗ ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ କରିଥାଏ । ମୁତ୍ର ରଙ୍ଗରୁ ଜାଣନ୍ତୁ ରୋଗ ସାଧାରଣତଃ ସ୍ୱାଭାବିକ ରଙ୍ଗଠାରୁ ମୁତ୍ରର ରଙ୍ଗ ବଦଳିବା ଲକ୍ଷଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେଇଥାଏ । ସାଧାରଣ ଭାବେ ମଣିଷ ମୂତ୍ରର ରଙ୍ଗ ଫିକା ବା ଇଶତ ହଳଦିଆ ରଙ୍ଗ […]

Share this

ମାସେ ପୂର୍ବରୁ ମିଳିଥାଏ ହୃଦଘାତର ସଂକେତ, ସତେତନତା ହିଁ ବର୍ତ୍ତିବାର ଏକମାତ୍ର ଉପାୟ


ଦିନକୁ ଦିନ ବଢ଼ିଚାଲିଛି ହୃଦଘାତର ଶିକାର ଯୁବକ, ଯୁବତୀଙ୍କ ସଂଖ୍ୟା । ସବୁ ବୟସର ଲୋକମାନେ ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଏପରିକି ସମ୍ଭ୍ରାନ୍ତ ବର୍ଗର ଲୋକମାନେ ଅଧିକ ସଂଖ୍ୟାରେ ଏହି ଗମ୍ଭୀର ରୋଗର ଶିକାର ବନୁଛନ୍ତି । ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର କାରଣ ଆଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ହିଁ ହୃଦଘାତର ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ବର୍ତ୍ତମାସ ସମୟରେ ଯୁବପିଢ଼ି ଦୈନିକ ଫାଷ୍ଟଫୁଡ୍ […]

Share this

Vegetarian Diets: ଶାକାହାରୀଙ୍କୁ କେଉଁ ଖାଦ୍ୟରୁ ମିଳି ପାରିବ ଶରୀର ପାଇଁ ଉପଯୁକ୍ତ ପୋଷଣ


ଆୟୁର୍ବେଦ ଅନୁସାରେ ମାନବ ଶରୀର ପାଇଁ ଉଦ୍ଭିଦ ଉତ୍ସରୁ ମିଳୁଥିବା ଖାଦ୍ୟ ବା ଶାକାହାର ସର୍ବୋତ୍ତମ । କିନ୍ତୁ ପାଶ୍ଚାତ୍ୟ ସଭ୍ୟତା ଆମିଷ ଖାଦ୍ୟ ବା ମାଂସାହାର ଶରୀରକୁ ଉପଯୁକ୍ତ ପୋଷଣ ଯୋଗାଉଥିବା ଦାବି କରିଥାଏ। ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଭାରତରେ ବିଶ୍ୱର ସବୁଠାରୁ ଅଧିକ ନିରାମିଷାଶୀ ବାସ କରୁଛନ୍ତି । ପ୍ରାଚୀନ କାଳରେ ଭାରତରେ ୯୦ ପ୍ରତିଶତ ଲୋକ ଶାକାହାରୀ ଥିବାବେଳେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଏହା ଧୀରେଧୀରେ ହ୍ରାସ ପାଇଛି […]

Share this

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ! ଆଳସ୍ୟ ନେଉଛି ଜୀବନ- WHO


ଆଳସ୍ୟ ନେଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟରୁ ଏପରି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଭାରତ ସମେତ ଅନ୍ୟ ମଧ୍ୟମ ଓ କମ୍ ଆୟକାରୀ ବର୍ଗରେ ଥିବା ଦେଶ ଗୁଡ଼ିକରେ ପ୍ରତି ୨ ସେକେଣ୍ଡରେ ଜଣଙ୍କ ଜୀବନ ନେଉଛି ND ବା ନନକମ୍ୟୁନିକେବଲ୍ ଡିଜିଜ। ଆଳସ୍ୟ, ମାଦକଦ୍ରବ୍ୟ ସେବନ, ହୃଦଘାତ, କର୍କଟ, ମଧୁମେହ ଓ ଶ୍ୱାସ ପରି ନନକମ୍ୟୁନିକେବଲ୍ ଡିଜିଜ ଜନିତ ମୃତ୍ୟୁ ନେଇ ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ […]

Share this

National List Of Essential Medicine 2022: ଅତ୍ୟାବଶ୍ୟକ ଔଷଧର ନୂଆ ତାଲିକା ପ୍ରକାଶ, ମେଡିସିନ ହେବ ସୁଲଭ


ଜରୁରୀ ଔଷଧକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ତାଲିକା ପ୍ରକାଶ କରିଛନ୍ତି । ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ଜରୁରୀ ଔଷଧ ଯୋଗାଇ ଦେବାକୁ ସରକାର ତାଲିକା ପ୍ରକାଶ କରିଛନ୍ତି । ନୂଆ ତାଲିକାରେ ମୋଟ ୩୮୪ଟି ଔଷଧକୁ ତାଲିକାଭୁକ୍ତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ (Minister of State for Chemicals and Fertilizers of India) ୧୩ ସେପ୍ଟେମ୍ବର ମଙ୍ଗଳବାର ଦିନ ନୂତନ ଜାତୀୟ ଚିକିତ୍ସା ତାଲିକା ୨୦୨୨ ପ୍ରକାଶ କରିଛନ୍ତି। […]

Share this

ଜାଣନ୍ତି କି ତ୍ରିଫଳା ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା


ଆୟୁର୍ବେଦରେ ତ୍ରିଫଳା ହଜାର ହଜାର ବର୍ଷ ଧରି ବ୍ୟବହାର ହୋଇଆସୁଛି । ସଂସ୍କୃତରେ ତ୍ରିଫଳାର ଅର୍ଥ ତିନିଟି ଫଳ ଯଥା- ହରିଡ଼ା (Haritaki), ବାହାଡ଼ା (Bibhitaki) ଓ ଅଁଳା (Gooseberry)ର ମିଶ୍ରଣ । ତ୍ରିଫଳାରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁ କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଦାନ୍ତର ସମସ୍ୟାର ସମାଧାନ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ତ୍ରିଫଳା ସାହାଯ୍ୟ କରିଥାଏ । ତ୍ରିଫଳା : […]

Share this

ଶୀଘ୍ର ଓଜନ କମାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ


ଓଜନ କମାଇବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ପାଣିର ଉପଯୁକ୍ତ ବ୍ୟବହାର । ଅର୍ଥାତ ଠିକ୍ ସମୟରେ, ଠିକ୍ ପରିମାଣରେ ପାଣି ପିଇ ଶରୀର ଓଜନ ହ୍ରାସ କରାଯାଇପାରିବ । ବହୁ ପରୀକ୍ଷିତ ଏହି ଉପାୟ ଆପଣାଇବା ମଧ୍ୟ ଖୁବ ସହଜ । Weight Loss Tips : ଶୀଘ୍ର ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ପ୍ରଭାବଶାଳୀ ପ୍ରଥମ ଉପାୟ- ସକାଳେ ଖାଲିପେଟରେ ନଖଉଷୁମ ୮୦୦ରୁ ୧୦୦୦ ମିଲିଲିଟର […]

Share this

ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି କି ? ଫୁସଫୁସକୁ ରୋଗମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ


ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ହିଁ ଗଠିତ । ଏବଂ ପ୍ରତି କୋଷ ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଫୁସଫୁସ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ମୁଖ୍ୟ ଅଂଶ ଅଟେ । ଫୁସଫୁସ ଛାତିର ଉଭୟ ପାର୍ଶ୍ୱରେ ରହିଥାଏ । ଯାହାର ସୁସ୍ଥତା ଉପରେ ଆମ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ, ଧୂମପାନ, କ୍ଷତିକାରକ ରାସାୟନିକ ପଦାର୍ଥ, ଧୂଳି-ମାଟି ଏବଂ ଶୁଖିଲା ପବନ ଯୋଗୁଁ ବିଷାକ୍ତ ପଦାର୍ଥ ଫୁସଫୁସରେ ଜମା […]

Share this

ଜାଣନ୍ତୁ ସୁଦ୍ଧ ମହୁ ଚିହ୍ନିବାର ସରଳ ଉପାୟ ଓ ସ୍ୱାସ୍ଥ୍ୟଗତ ଲାଭ


ସୁଦ୍ଧ ମହୁ ନାମରେ ଆପଣ ଅପମିଶ୍ରିତ ମହୁ ଖାଉନାହାନ୍ତି ତ ? କାରଣ ଏବେ ବଜାରରେ ଅନେକ ବ୍ରାଣ୍ଡର ଅପମିଶ୍ରିତ ମହୁ ଉପଲବ୍ଧ ରହିଛି । ମହୁ ନାମରେ ଯାହାକୁ ଖାଇବା ପରେ ଲାଭ ବଦଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ସାଧାରଣତଃ ଲୋକେ ୱେଟ ଲସ୍ (Honey to lose weight )ଠାରୁ ଆରମ୍ଭ କରି ଗଳା ଦରଜ (Sore throat)ର ଘରୋଇ ଉପଚାର ପାଇଁ ମହୁ ବ୍ୟବହାର କରିଥାନ୍ତି । ବିଭିନ୍ନ ଖାଦ୍ୟକୁ […]

Share this

ଆବଶ୍ୟକତାଠାରୁ ଅଧିକ ଶୋଉଥିବା ଲୋକେ ହୋଇଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ରୋଗର ଶିକାର


କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍ […]

Share this

You cannot copy content of this page