ଘିଅ ଓ ମହୁର ମିଶ୍ରଣ ବିଷତୁଲ୍ୟ କିନ୍ତୁ ପଞ୍ଚାମୃତରେ ମିଶିଲେ ବି ଅମୃତ କିପରି?


ଆୟୁର୍ବେଦରେ ଉଭୟ ଘିଅ ଓ ମହୁକୁ ବେଶ୍ ଗୁରୁତ୍ୱ ଦିଆଯାଏ । କାରଣ ଉଭୟ ଖାଦ୍ୟ ମାନବ ଶରୀର ପାଇଁ ଅମୃତ ତୁଲ୍ୟ । କିନ୍ତୁ ଉଭୟ ଖାଦ୍ୟର ମିଶ୍ରଣ ଆୟୁର୍ବେଦ ଅନୁସାରେ ଅଖାଦ୍ୟ ବା ବିଷତୁଲ୍ୟ । ଖୁବଶୀଘ୍ର ଓଜନ ବଢ଼ାଇବା ପାଇଁ ମହୁକୁ କ୍ଷୀର ସହିତ ମିଶାଇ ସେବନ କରିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଘିଅ ସହିତ ମିଶାଇବାକୁ ବାରଣ କରିଥାନ୍ତି, ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଦେଖିବାକୁ ଗଲେ […]

Share this