HealthCare- ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ୫ଟି ଫଳ


ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ଫଳ । ତେଣୁ କୁହାଯାଏ ସବୁଦିନ ସକାଳେ ଫଳ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ବନି । ଫଳ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପୂର୍ବ ରଚନାରେ ଖାଲି ପେଟରେ ୫ଟି ଫଳ ଖାଇବାକୁ ବାରଣ କରାଯାଇଥିଲା । କିନ୍ତୁ ଏହି ରଚନାରେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଜାଣନ୍ତୁ। ଖାଲି ପେଟରେ ଖାଆନ୍ତୁ ଏହି ଫଳ ଅମୃତଭଣ୍ଡା ପିଜୁଳି […]

Share this

You cannot copy content of this page