ଜାଣନ୍ତି କି ତ୍ରିଫଳା ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା


ଆୟୁର୍ବେଦରେ ତ୍ରିଫଳା ହଜାର ହଜାର ବର୍ଷ ଧରି ବ୍ୟବହାର ହୋଇଆସୁଛି । ସଂସ୍କୃତରେ ତ୍ରିଫଳାର ଅର୍ଥ ତିନିଟି ଫଳ ଯଥା- ହରିଡ଼ା (Haritaki), ବାହାଡ଼ା (Bibhitaki) ଓ ଅଁଳା (Gooseberry)ର ମିଶ୍ରଣ । ତ୍ରିଫଳାରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁ କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଦାନ୍ତର ସମସ୍ୟାର ସମାଧାନ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ତ୍ରିଫଳା ସାହାଯ୍ୟ କରିଥାଏ । ତ୍ରିଫଳା : […]

Share this

ଶୀଘ୍ର ଓଜନ କମାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ


ଓଜନ କମାଇବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ପାଣିର ଉପଯୁକ୍ତ ବ୍ୟବହାର । ଅର୍ଥାତ ଠିକ୍ ସମୟରେ, ଠିକ୍ ପରିମାଣରେ ପାଣି ପିଇ ଶରୀର ଓଜନ ହ୍ରାସ କରାଯାଇପାରିବ । ବହୁ ପରୀକ୍ଷିତ ଏହି ଉପାୟ ଆପଣାଇବା ମଧ୍ୟ ଖୁବ ସହଜ । Weight Loss Tips : ଶୀଘ୍ର ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ପ୍ରଭାବଶାଳୀ ପ୍ରଥମ ଉପାୟ- ସକାଳେ ଖାଲିପେଟରେ ନଖଉଷୁମ ୮୦୦ରୁ ୧୦୦୦ ମିଲିଲିଟର […]

Share this

ଆବଶ୍ୟକତାଠାରୁ ଅଧିକ ଶୋଉଥିବା ଲୋକେ ହୋଇଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ରୋଗର ଶିକାର


କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍ […]

Share this

ସୂର୍ଯ୍ୟ ନମସ୍କାର: ସକାଳେ ସମୟ ମିଳୁନି ତ ସଂଧ୍ୟାରେ କରନ୍ତୁ ଅଭ୍ୟାସ


ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟ ନମସ୍କାର- ଏକ ସଂପୂର୍ଣ୍ଣ ଯୋଗ ବ୍ୟାୟାମ। ସୂର୍ଯ୍ୟ ନମସ୍କାର ୧୨ଟି ଯୋଗାସନର ସମାହାର । ଯଦି ଆପଣଙ୍କ ପାଇଁ ସମୟର ଅଭାବ, କିନ୍ତୁ ଆପଣ ଫିଟ୍ ରହିବାର ଉପାୟ ଖୋଜୁଛନ୍ତି, ତେବେ ସୂର୍ଯ୍ୟ ନମସ୍କାର ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ‘ସୂର୍ଯ୍ୟ ନମସ୍କାର’ର ଆକ୍ଷରିକ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣିପାତ । ମନକୁ ଶାନ୍ତ ଏବଂ […]

Share this

ଆୟୁର୍ବେଦ ଅନୁସାରେ କେଉଁ ତେଲରେ ପାଦ ମାଲିସ କରିବା ଉଚିତ ?


ତ୍ୱଚା ଓ ବାଳର ଯତ୍ନ ପାଇଁ ଲୋକେ ଅନେକ ପ୍ରକାର ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ଲୋକମାନେ ପ୍ରାୟତଃ ପାଦକୁ ଅଣଦେଖା କରିଥାନ୍ତି । ପାଦ ମାଲିସ କରିବା କଥାକୁ ଅନେକ ଲୋକ ଜରୁରୀ ବୋଲି ଭାବନ୍ତି ନାହିଁ । ମୁଣ୍ଡ ବିନ୍ଧା କିମ୍ବା ଅଣ୍ଟା ଯନ୍ତ୍ରଣା ସମୟରେ ଲୋକେ ତେଲ ମାଲିସ କରିଥାନ୍ତି । କିନ୍ତୁ ଏକଥା ଆପଣ ଜାଣନ୍ତି କି ବାଳରେ ତେଲ ଲଗାଇବାଠାରୁ ପାଦରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଏହା […]

Share this

୫ଟି ଭୁଲ ଅଭ୍ୟାସ, ଯାହା ସୃଷ୍ଟି କରିଥାଏ ଜଟିଳ ସମସ୍ୟା ଏବଂ ଜାଣନ୍ତୁ ସମାଧାନର ସୁତ୍ର


ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ ଆପଣଙ୍କର ଅଛି କି ଏପରି ଅଭ୍ୟାସ….ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଆଜ୍ଞା ହଁ ଖୁବ ସାଧାରଣ ମନେ ହେଉଥିବା କିଛି କାର୍ଯ୍ୟ, ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ଭିଡିଓରୁ ଜାଣନ୍ତୁ କେଉଁ ଅଭ୍ୟାସ ଛାଡ଼ିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଏପରି କିଛି ଭୁଲ କାର୍ଯ୍ୟ ଯୋଗୁ ଖାଦ୍ୟ […]

Share this

ବାର୍ଦ୍ଧକ୍ୟକାଳେ ବି ରହିବେ ଫିଟ୍, ମାତ୍ର ୨୧ ଦିନର ଅଭ୍ୟାସ ବଦଳାଇଦେବ ଜୀବନଶୈଳୀ


ବୟସ ବଢିଲେ ବିଭିନ୍ନ ରୋଗ ଆକ୍ରମଣ କରିବା ସହ ଶରୀର ଦୁର୍ବଳ ହୋଇଯିବ, ଏଧାରଣା ସମ୍ପୂର୍ଣ୍ଣ ଭୁଲ । ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟ ବୟସ୍କଙ୍କୁ ବି ରୋଗମୁକ୍ତ ରଖିପାରିବ । ସାଧାରଣତଃ ୪୦ ବର୍ଷ ପୂରଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଖାଦ୍ୟରେ ଅସନ୍ତୁଳନ ଏବଂ ଚାପଗ୍ରସ୍ତ ଦିନଚର୍ଯ୍ୟା ଯୋଗୁଁ ବୟସ ବଢିବା ସାଙ୍ଗକୁ ଶରୀର ଉପରେ ପ୍ରଭାବ ଏବଂ ଏହା ସମ୍ବନ୍ଧୀୟ ସମସ୍ୟାର […]

Share this

ମାନବ ଜୀବନ ପାଇଁ ଜଳ କାହିଁକି ଏତେ ଜରୁରୀ?


ଜଳ ହିଁ ଜୀବନ … ଜଳ ମାନବ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ । ଆପଣଙ୍କ ପାଇଁ, ମୋ ପାଇଁ, ସମସ୍ତଙ୍କ ପାଇଁ ଏହା ସତ୍ୟ ଅଟେ । ଜୀବନ ପାଇଁ ଜଳ କାହିଁକି ଏତେ ଜରୁରୀ? କିନ୍ତୁ ଆପଣ ଏକଥା ଜାଣନ୍ତି କି 50 ପ୍ରତିଶତରୁ ଅଧିକ ରୋଗ କେବଳ ପାଣି ଯୋଗୁଁ ହିଁ ହୋଇଥାଏ । ଆଜ୍ଞା ହଁ ସଠିକ ଢଙ୍ଗରେ, ଠିକ ସମୟରେ, ଉଚିତ ପରିମାଣରେ ପାଣି ପିଇଲେ ଶରୀର ରୋଗର ଶିକାର […]

Share this

ନୂଆବର୍ଷରେ ୫ ନୂଆ ସଂକଳ୍ପ | Best 5 New Year Resolution Ideas


ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ସମୟର ପୁରୁଣା ରାସ୍ତାରେ ପୁଣି ଗଡ଼ିବା ଆରମ୍ଭ କରିଛି ଜୀବନ ଗାଡ଼ି। ନୂଆବର୍ଷରେ ଆପଣ କିଛି ନୂଆ କରିବାକୁ ଇଚ୍ଛା କରୁଛନ୍ତି କି…ଅଛି କି ଆପଣଙ୍କ ଭିତରେ କିଛି ନୂଆ କରିବାର ସଙ୍କଳ୍ପ…ଖୋଜୁଛନ୍ତି କି ନୂଆ ଉପାୟ…ତେବେ ଏହି ଭିଡିଓ ଆପଣଙ୍କ ପାଇଁ … ବାସ୍ ଏହି ଭିଡିଓରେ ମୁଁ ଏପରି ୫ଟି ଉପାୟ ଆପଣଙ୍କୁ ଜଣାଇବି…ଯାହାକୁ ଆପଣ ଆଦରି ନେଲେ ନୂଆବର୍ଷ ସତରେ ଆପଣଙ୍କ ଜୀବନକୁ ନୂତନତ୍ୱରେ ପରିପୂର୍ଣ୍ଣ […]

Share this

You cannot copy content of this page