କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ଖାଉଛନ୍ତି କି ଏହି ଖାଦ୍ୟ, ଶରୀର ପାଇଁ ହୋଇପାରେ କ୍ଷତିକାରକ


କ୍ଷୀର ଶରୀର ପାଇଁ କେତେ ଯେ ପୁଷ୍ଟିକର ଏକଥା କାହାକୁ ଅଛପା ନାହିଁ । ପିଲାଦିନରୁ ଆମେ ଶୁଣିଛନ୍ତି କ୍ଷୀର ପିଇବା ଶରୀର ପାଇଁ କେତେ ମହତ୍ୱପୂର୍ଣ୍ଣ । କିନ୍ତୁ ଆପଣ ଜାଣନ୍ତି କି କ୍ଷୀର ପିଇବା ପରେ ତୁରନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଏପରି ଅନେକ ଖାଦ୍ୟ ରହିଛି ଯାହାକୁ କ୍ଷୀର ପିଇବା ପରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବେଳେବେଳେ ଏହା ସାଂଘାତିକ ମଧ୍ୟ ହୋଇପାରେ । […]

Share this