ଜାଣନ୍ତି କି ତ୍ରିଫଳା ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା


ଆୟୁର୍ବେଦରେ ତ୍ରିଫଳା ହଜାର ହଜାର ବର୍ଷ ଧରି ବ୍ୟବହାର ହୋଇଆସୁଛି । ସଂସ୍କୃତରେ ତ୍ରିଫଳାର ଅର୍ଥ ତିନିଟି ଫଳ ଯଥା- ହରିଡ଼ା (Haritaki), ବାହାଡ଼ା (Bibhitaki) ଓ ଅଁଳା (Gooseberry)ର ମିଶ୍ରଣ । ତ୍ରିଫଳାରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁ କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଦାନ୍ତର ସମସ୍ୟାର ସମାଧାନ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ତ୍ରିଫଳା ସାହାଯ୍ୟ କରିଥାଏ । ତ୍ରିଫଳା : […]

Share this

ଶୀଘ୍ର ଓଜନ କମାଇବା ପାଇଁ ସବୁଠାରୁ ପ୍ରଭାବଶାଳୀ ଉପାୟ


ଓଜନ କମାଇବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ପାଣିର ଉପଯୁକ୍ତ ବ୍ୟବହାର । ଅର୍ଥାତ ଠିକ୍ ସମୟରେ, ଠିକ୍ ପରିମାଣରେ ପାଣି ପିଇ ଶରୀର ଓଜନ ହ୍ରାସ କରାଯାଇପାରିବ । ବହୁ ପରୀକ୍ଷିତ ଏହି ଉପାୟ ଆପଣାଇବା ମଧ୍ୟ ଖୁବ ସହଜ । Weight Loss Tips : ଶୀଘ୍ର ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ପ୍ରଭାବଶାଳୀ ପ୍ରଥମ ଉପାୟ- ସକାଳେ ଖାଲିପେଟରେ ନଖଉଷୁମ ୮୦୦ରୁ ୧୦୦୦ ମିଲିଲିଟର […]

Share this

କେରଳର କୋଲ୍ଲମ ପରେ କନ୍ନୁରରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ, ୫ ଜିଲ୍ଲାରେ ହାଇଆଲର୍ଟ


Updated 18/07/2022 ୪ ଦିନ ମଧ୍ୟରେ ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ । ସୋମବାର କେରଳର କନ୍ନୁର ସହରରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୪ ତାରିଖର କେରଳର କୋଲ୍ଲମ ଜିଲ୍ଲାରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ସଂକ୍ରମଣ ପରେ ରାଜ୍ୟର ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ (monkeypox virus) କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସୂଚନା […]

Share this

ସନାତନ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମାର ମହତ୍ୱ


Guru purnima history and significance in odia: ଗୁରୁ ପୂର୍ଣ୍ଣିମା ଅର୍ଥାତ ଅନ୍ଧକାରରୁ ଆଲୋକ, ଅଜ୍ଞନତାରୁ ଜ୍ଞାନ ଏବଂ ଆତ୍ମସ୍ୱାଭିମାନ ଜାଗ୍ରତ କରୁଥିବା ସର୍ବୋଚ୍ଚ ଗୁରୁଙ୍କ ପ୍ରତି ନମନର ଦିବସ, କୃତଜ୍ଞତା ପ୍ରକାଶର ଅବସର । ଯେଉଁମାନେ ଆତ୍ମଜ୍ଞାନ ପ୍ରଦାନ କରିବା ସହ ଜୀବନ ଯାତ୍ରାରେ ଆମକୁ ମାର୍ଗଦର୍ଶନ କରାନ୍ତି, ସେମାନେ ଗୁରୁ ହିଁ ଅଟନ୍ତି । ଗୁରୁ ପୂର୍ଣ୍ଣିମାର ମହତ୍ୱ ଆଷାଢ ମାସର ପୂର୍ଣ୍ଣିମାକୁ ଭାରତୀୟ ପରମ୍ପରାରେ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ […]

Share this

Odia Motivational Quotes That Will Inspire You to Succeed


Odia Motivational Quotes That Will Inspire You to Succeed. Everyone needs some inspiration, and these motivational quotes will give you the edge you need to create your success. If we are seeking success, we must think successful, and motivating thoughts. Read on to find the words of wisdom that will motivate you in leading your […]

Share this

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ


ଭିଜା ମାଟିର ମିଠା ବାସ୍ନାରେ ମତୁଆଲା ଆକାଶ …ମାଟି ଓ ମୌସୁମୀର ମିଳନ ପର୍ବ। ବାଡ଼ି ବଗିଚାରୁ ଛୁଟୁଛି ରଙ୍ଗଣୀ, ହରଗୌରୀର ସୁବାସ । ଚାରିଆଡେ ଏବେ ଉତ୍ସବର ମାହୋଲ । ମହାମାରୀ କରୋନାର ଦାଉ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି; କୁଆଁରୀ କଣ୍ଠରୁ ଶୁଭୁଛି ରଜଗୀତ । ଘରେ ଘରେ ଜମିଛି ପୋଡ଼, ମଣ୍ଡା ଓ କାକରା ପିଠାର ଆସର । ଆଦ୍ୟ […]

Share this

ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତକୁ ଅପେକ୍ଷା | ଆସୁଛି ରଜ


ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁବ ରଜ। ମାଟି ଓ ମୌସୁମୀର ମିଳନର ପର୍ବ … ଓଡ଼ିଶାର ଏକ ପାରମ୍ପରିକ ପର୍ବ ରଜ । ବସୁଧା, ପ୍ରକୃତି ମାତାର ଅବଦାନକୁ ସ୍ମରଣ କରିବାର ମହାର୍ଘ୍ୟ ପରମ୍ପରା ହେଉଛି ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ […]

Share this

ନୂଆବର୍ଷରେ ୫ ନୂଆ ସଂକଳ୍ପ | Best 5 New Year Resolution Ideas


ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ସମୟର ପୁରୁଣା ରାସ୍ତାରେ ପୁଣି ଗଡ଼ିବା ଆରମ୍ଭ କରିଛି ଜୀବନ ଗାଡ଼ି। ନୂଆବର୍ଷରେ ଆପଣ କିଛି ନୂଆ କରିବାକୁ ଇଚ୍ଛା କରୁଛନ୍ତି କି…ଅଛି କି ଆପଣଙ୍କ ଭିତରେ କିଛି ନୂଆ କରିବାର ସଙ୍କଳ୍ପ…ଖୋଜୁଛନ୍ତି କି ନୂଆ ଉପାୟ…ତେବେ ଏହି ଭିଡିଓ ଆପଣଙ୍କ ପାଇଁ … ବାସ୍ ଏହି ଭିଡିଓରେ ମୁଁ ଏପରି ୫ଟି ଉପାୟ ଆପଣଙ୍କୁ ଜଣାଇବି…ଯାହାକୁ ଆପଣ ଆଦରି ନେଲେ ନୂଆବର୍ଷ ସତରେ ଆପଣଙ୍କ ଜୀବନକୁ ନୂତନତ୍ୱରେ ପରିପୂର୍ଣ୍ଣ […]

Share this

Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସ


Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସ ତୁମେ ଯଦି ଚାହୁଁଥାଅ ସେ ଆଉ କାହାକୁ ତୁମଠାରୁ ନିଜର ନଭାବନ୍ତୁ, ପ୍ରଥମେ ତାଙ୍କୁ ତୁମେ ନିଜଠୁ ନିଜର ଭାବିନିଅ, ଦେଖିବ ତାଙ୍କ ପାଇଁ ତୁମେ ଦୁନିଆ ବନିଯିବ Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସ ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, କିନ୍ତୁ ସ୍ୱଭାବ ହୃଦୟକୁ ଯୋଡ଼େ । Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସMotivational Quotes […]

Share this

Inspirational Quotes in Odia | ଓଡ଼ିଆରେ ବେଷ୍ଟ ପ୍ରେରଣାଦାୟକ କୋଟ୍ସ


ହୁଏତ ଆପଣ ଭୁଲି ଯାଉଛନ୍ତି ବର୍ତ୍ତମାନ ମିଳୁଥିବା ଦୁଃଖ ଓ ୟନ୍ତ୍ରଣା, ଆପଣଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ।Inspirational Quotes in Odia | Colors Of LIFE ଆପଣ ଯେଉଁ ବ୍ୟକ୍ତିଙ୍କୁ ଯେତେବେଶୀ ଗୁରୁତ୍ୱ ଦେବେ, ସେହି  ବ୍ୟକ୍ତି ଆପଣଙ୍କୁ ସେତେବେଶୀ ଅବଜ୍ଞା କରିବେ ।Inspirational Quotes in Odia | Colors Of LIFE ଠିକ୍ ରାସ୍ତାରେ ଚାଲିବା ଅନେକ ସମୟରେ ମଣିଷ ପାଇଁ କଷ୍ଟକର ନିଶ୍ଚୟ, କିନ୍ତୁ ସେ ରାସ୍ତାରେ କେହି […]

Share this