ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ- ଗଣ୍ଠି ଯନ୍ତ୍ରଣାରୁ ହେବେ ମୁକ୍ତ, ବଢ଼ିବ ପ୍ରଜନନ ସାମର୍ଥ୍ୟ


ସୁସ୍ଥ ରହିବାକୁ କିଏ ବା ନଚାହେଁ । କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ସୁସ୍ଥ ରହିବାକୁ ଚାହୁଁଛନ୍ତି ନିଶ୍ଚୟ କିନ୍ତୁ ସୁସ୍ଥ ରହିବା ପାଇଁ ନିଜ ପ୍ରତି ଧ୍ୟାନ ଦେଇପାରୁନାହାଁନ୍ତି । ଏବେ ଲୋକଙ୍କ ପାଖରେ ସମୟ ନାହିଁ । ନିଜ ଶରୀର ପ୍ରତି ଯେପରି ଯତ୍ନବାନ ହେବା ଆବଶ୍ୟକ, ସେତକ ସଚେତନତା ମଧ୍ୟ ନାହିଁ । ନିୟମିତ ଯୋଗ, ପ୍ରାଣାୟାମ, ବ୍ୟାୟାମ ତ ଦୂରର କଥା ସକାଳେ କିଛି ସମୟ ପାଇଁ ଚଲାବୁଲା ପାଇଁ ମଧ୍ୟ […]

Share this

୪୨ ଦିନ ଯାଏ ଦେଶ-ବିଦେଶରେ ଚାଲିବ ‘ଆୟୁର୍ବେଦ ଦିବସ ୨୦୨୨’ କାର୍ଯ୍ୟକ୍ରମ


ଆୟୁର୍ବେଦ ଦିବସ ୨୦୨୨: ଆୟୁଷ ମନ୍ତ୍ରାଳୟର ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ପ୍ରାୟ ୧୯ଟି ମନ୍ତ୍ରାଳୟ ଯୋଡ଼ି ହୋଇଛନ୍ତି । ଯେଉଁ ପ୍ରୟାସ ଆୟୁର୍ବେଦ ଅଭିଯାନକୁ ପ୍ରତି ଘରେ ଘରେ ପହଞ୍ଚାଉଛନ୍ତି । ‘ଆୟୁର୍ବେଦ ଦିବସ ୨୦୨୨’ ପ୍ରୋଗ୍ରାମ୍ ଥିମ୍: ହର୍ ଦିନ୍ ହର୍ ଘର୍-ଆୟୁର୍ବେଦ’ ଚଳିତ ବର୍ଷ ଆୟୁର୍ବେଦ ଦିବସ (Ayurveda Day 2022) କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନ ରୂପ ଦେବା ପାଇଁ ପ୍ରୟାସ କରିଛି ଆୟୁଷ ମନ୍ତ୍ରାଳୟ । ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ବ୍ୟାପକ […]

Share this

ଜାଣନ୍ତି କି ତ୍ରିଫଳା ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା


ଆୟୁର୍ବେଦରେ ତ୍ରିଫଳା ହଜାର ହଜାର ବର୍ଷ ଧରି ବ୍ୟବହାର ହୋଇଆସୁଛି । ସଂସ୍କୃତରେ ତ୍ରିଫଳାର ଅର୍ଥ ତିନିଟି ଫଳ ଯଥା- ହରିଡ଼ା (Haritaki), ବାହାଡ଼ା (Bibhitaki) ଓ ଅଁଳା (Gooseberry)ର ମିଶ୍ରଣ । ତ୍ରିଫଳାରେ ଶକ୍ତିଶାଳୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁ କର୍କଟ ଏବଂ ଅନ୍ୟାନ୍ୟ କ୍ରନିକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହିତ କୋଷ୍ଠକାଠିନ୍ୟ, ଦାନ୍ତର ସମସ୍ୟାର ସମାଧାନ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ତ୍ରିଫଳା ସାହାଯ୍ୟ କରିଥାଏ । ତ୍ରିଫଳା : […]

Share this

ଘିଅ ଓ ମହୁର ମିଶ୍ରଣ ବିଷତୁଲ୍ୟ କିନ୍ତୁ ପଞ୍ଚାମୃତରେ ମିଶିଲେ ବି ଅମୃତ କିପରି?


ଆୟୁର୍ବେଦରେ ଉଭୟ ଘିଅ ଓ ମହୁକୁ ବେଶ୍ ଗୁରୁତ୍ୱ ଦିଆଯାଏ । କାରଣ ଉଭୟ ଖାଦ୍ୟ ମାନବ ଶରୀର ପାଇଁ ଅମୃତ ତୁଲ୍ୟ । କିନ୍ତୁ ଉଭୟ ଖାଦ୍ୟର ମିଶ୍ରଣ ଆୟୁର୍ବେଦ ଅନୁସାରେ ଅଖାଦ୍ୟ ବା ବିଷତୁଲ୍ୟ । ଖୁବଶୀଘ୍ର ଓଜନ ବଢ଼ାଇବା ପାଇଁ ମହୁକୁ କ୍ଷୀର ସହିତ ମିଶାଇ ସେବନ କରିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଘିଅ ସହିତ ମିଶାଇବାକୁ ବାରଣ କରିଥାନ୍ତି, ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଦେଖିବାକୁ ଗଲେ […]

Share this

ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି କି ? ଫୁସଫୁସକୁ ରୋଗମୁକ୍ତ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ


ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ହିଁ ଗଠିତ । ଏବଂ ପ୍ରତି କୋଷ ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଫୁସଫୁସ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ମୁଖ୍ୟ ଅଂଶ ଅଟେ । ଫୁସଫୁସ ଛାତିର ଉଭୟ ପାର୍ଶ୍ୱରେ ରହିଥାଏ । ଯାହାର ସୁସ୍ଥତା ଉପରେ ଆମ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ, ଧୂମପାନ, କ୍ଷତିକାରକ ରାସାୟନିକ ପଦାର୍ଥ, ଧୂଳି-ମାଟି ଏବଂ ଶୁଖିଲା ପବନ ଯୋଗୁଁ ବିଷାକ୍ତ ପଦାର୍ଥ ଫୁସଫୁସରେ ଜମା […]

Share this

ହଳଦୀ ଲଙ୍କା ଧନିଆ- ଜାଣନ୍ତୁ ଏହି ପୁରୁଣା ମସଲା କାହିଁକି
ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ


କେବେ ଆପଣ ଭାବିଛନ୍ତି କି ଖାଦ୍ୟ ପ୍ରସ୍ତୁତିରେ ହଳଦୀ, ଲଙ୍କା, ଧନିଆ ମସଲା କାହିଁକି ବ୍ୟବହୃତ ହୋଇଥାଏ ? ଏହି ତିନିଟି ମସଲା ନିଶ୍ଚିତ ଭାବରେ ଘରେ ଦୈନିକ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମିଶିଥାଏ । ଏହାସହିତ ଖାଦ୍ୟ ପ୍ରସ୍ତୁତିରେ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଶାଯାଇଥାଏ । ଖାଦ୍ୟରେ ରଙ୍ଗ ଏବଂ ସୁଗନ୍ଧ ବୃଦ୍ଧି କରୁଥିବାରୁ ଏହି ମସଲା ବ୍ୟବହାର କରାଯାଇଥାଏ । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ହଳଦୀ, ଲଙ୍କା ଏବଂ ଧନିଆର ଏହି ମସଲା […]

Share this

ଆୟୁର୍ବେଦ ଅନୁସାରେ କେଉଁ ତେଲରେ ପାଦ ମାଲିସ କରିବା ଉଚିତ ?


ତ୍ୱଚା ଓ ବାଳର ଯତ୍ନ ପାଇଁ ଲୋକେ ଅନେକ ପ୍ରକାର ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ଲୋକମାନେ ପ୍ରାୟତଃ ପାଦକୁ ଅଣଦେଖା କରିଥାନ୍ତି । ପାଦ ମାଲିସ କରିବା କଥାକୁ ଅନେକ ଲୋକ ଜରୁରୀ ବୋଲି ଭାବନ୍ତି ନାହିଁ । ମୁଣ୍ଡ ବିନ୍ଧା କିମ୍ବା ଅଣ୍ଟା ଯନ୍ତ୍ରଣା ସମୟରେ ଲୋକେ ତେଲ ମାଲିସ କରିଥାନ୍ତି । କିନ୍ତୁ ଏକଥା ଆପଣ ଜାଣନ୍ତି କି ବାଳରେ ତେଲ ଲଗାଇବାଠାରୁ ପାଦରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଏହା […]

Share this

୫ଟି ଭୁଲ ଅଭ୍ୟାସ, ଯାହା ସୃଷ୍ଟି କରିଥାଏ ଜଟିଳ ସମସ୍ୟା ଏବଂ ଜାଣନ୍ତୁ ସମାଧାନର ସୁତ୍ର


ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ ଆପଣଙ୍କର ଅଛି କି ଏପରି ଅଭ୍ୟାସ….ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଆଜ୍ଞା ହଁ ଖୁବ ସାଧାରଣ ମନେ ହେଉଥିବା କିଛି କାର୍ଯ୍ୟ, ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ଭିଡିଓରୁ ଜାଣନ୍ତୁ କେଉଁ ଅଭ୍ୟାସ ଛାଡ଼ିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଏପରି କିଛି ଭୁଲ କାର୍ଯ୍ୟ ଯୋଗୁ ଖାଦ୍ୟ […]

Share this