ଭାରତୀୟ ପ୍ରଥା ପଛରେ ଥିବା ବୈଜ୍ଞାନିକ କାରଣ

ଭାରତୀୟ ପ୍ରଥା ପଛରେ ଥିବା ବୈଜ୍ଞାନିକ କାରଣ

Science Behind Indian Rituals and Traditions

ସନାତନ ସଂସ୍କୃତି ବା ଭାରତୀୟ ପରମ୍ପରାରେ ପ୍ରଚଳିତ ଯେକୌଣସି ପ୍ରଥା ପଛରେ ରହିଛି ବୈଜ୍ଞାନିକ ଯୁକ୍ତି ସିଦ୍ଧତା । ଯାହା ବ୍ୟକ୍ତି, ସମାଜ ପ୍ରତି ମଙ୍ଗଳଦାୟକ ସାବ୍ୟସ୍ତ ହେଉଛି। ସେ ବିବାହ ହେଉ କି ପର୍ବ, ସାମାଜିକ କର୍ମ ହେଉକି ଦୈନନ୍ଦିନ ଜୀବନ, ସବୁଠି, ସବୁବେଳେ କିଛି ନା କିଛି ପ୍ରଥା ପାଳିତ ହୋଇଥାଏ ।

ଶହ ଶହ ବର୍ଷ ଧରି ପ୍ରଚଳିତ ରହିଆସିଥିବା ଏନେକ ପ୍ରଥା ବର୍ତ୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁର୍ଯ୍ୟ । ଯଦିଓ ତତ୍କାଳୀନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ କ୍ରିୟା କାଳକ୍ରମେ ପ୍ରଥା ବା ପରମ୍ପରାକୁ ରୂପାନ୍ତରିତ ହୋଇଛି । ଏବେବି ଭାରତରେ ପାଳିତ ହେଉଥିବା ପ୍ରଥା ପାଳନ ପଛରେ ଥିବା ବୈଜ୍ଞାନିକ କାରଣ ଆପଣଙ୍କୁ ବି ଚକିତ କରିବ ନିଶ୍ଚୟ ।

Indian-Culture