ସାନ୍ଦେଈ ରାଗିଲେ ସୁନ୍ଦର, ହସିଲେ ବି । ଟିକେ ଟିକେ କଥାରେ ରାଗେ, ବଡ଼ ପାଟି କରେ । ଖୁସି ଥିବାବେଳେ ଯାହା ମାଗିଲେ ଦେଇଦିଏ । ରାଗିଲେ ନା – ବାପ୍ରେ ଜୀବନ୍ତ ଆଗ୍ନେୟଗିରି କିଲାଓ । ଜାଳିଦେବ…ମାରିଦେବ । ହଁ ମତେ ବି ଜଣାଅଛି ସାନ୍ଦେଈକୁ ଶାନ୍ତ କରିବାର ଉପାୟ । କିନ୍ତୁ ସେ ସୁତ୍ରକୁ ସବୁ ସମୟରେ ପ୍ରୟୋଗ କରି ହୁଏନି ।…
Enjoy the sweetness of Odia Story. Colors Of LIFE brings to you Odia Story PODCAST. ‘SANDEI’- ସାନ୍ଦେଈ-It is a heart-touching story by Prakash Ranjan Parida.