Latest Blog

ନିସଂଗ

ନିସଂଗ ପ୍ରକାଶ ରଂଜନ ପରିଡ଼ା ହେ ଇଶ୍ଵର, ତମେ ବି କ'ଣ ମୋ ପରି ନିସଂଗ.... ତମ ଭିତରେ କ'ଣ ଅଛି 'ମତେ କେହି ବୁଝିଲେନି' ର ଅଭିମାନ....

ଲୋଡ଼ା ଗୋଟେ ନୂଆ ଦୁଃଖ

 - ଲୋଡ଼ା ଗୋଟେ ନୂଆ ଦୁଃଖ - ପ୍ରକାଶ ରଂଜନ ପରିଡ଼ାତୁ ନଥାଇ ବି ଅଛୁ ବୋଲି ମୁଁ ଅଛିହସୁଛି, କାନ୍ଦୁଛି….ଜହ୍ଲାଦକୁ ଭଣ୍ଡେଇ ନିଜ ରକ୍ତରେ ନିଜେ ହିଁ ଖେଳୁଛି,ତୋ ନିରବତାର ଅର୍ଥ ବୁଝିଯିବା ପରେଫଟା କାନ୍ଥର ଗଛ ପରି ସବୁଜିମାର ସ୍ବପ୍ନ ବାଣ୍ଟୁଛିକାଲି ନୁହେଁ…ବାସ୍ ...କେବଳ ଆଜି…

ପୁନଶ୍ଚ

ପୁନଶ୍ଚପ୍ରକାଶ ରଂଜନ ପରିଡ଼ାକେତେ ବା ଦୂରତାଶୀଳ ଓ ଶୀଳପୁଆ ଭିତରେସେତିକି ଦୂରତାକୁ ଲଂଘିବାକୁ ବେଳେବେଳେ…ଖୁବ୍‌ବେଶୀ ନିଅଣ୍ଟ ପଡ଼େ ଆୟୁଷ,କେବଳ ମୁଖଶାଳାରୁ ହିଁ ଫେରିବାକୁ ପଡ଼େପାପୁଲିରେ ଗଡେଇଦେଇ ଭରା କଳସ ।ଯେବେଯେବେ ବେସୁରା ହୋଇଯାଏଦରୋଟି ଓଠର ଗୀତ-ଏଇ ଆସୁଛି କହି ଠକି ଚାଲିଯାଏ ମିତ,ସେତେବେଳେ କିଏ ଥାଏ ଦେଖିବାକୁ ଭାଗ୍ୟର…

ଏବେ ଏବେ ବୁଝୁଛି

ଏବେ ଏବେ ବୁଝୁଛିପ୍ରକାଶ ରଂଜନ ପରିଡ଼ାତମକୁ ଅପେକ୍ଷା କରିବାରେ ବି ଅଛି ଗୋଟାଏମିଠା ମିଠା ଅନୁଭବ,ଏବେ ମୁଁ ପ୍ରସ୍ତୁତ- ଅପେକ୍ଷା କରିବାକୁଦିନ ଦିନ, ବର୍ଷ ପରେ ବର୍ଷ, ତମାମ ଆୟୁଷ;ଏବେ ଏବେ ଦୁଃଖ ନାହିଁ- ନାହିଁ ଅବସୋସତମ ସ୍ମୃତିର ସ୍ନିଗ୍ଧ ଛୁଆଁମତେ ଯନ୍ତ୍ରଣା ଦେଉନି ବରଂ ଗୋଟେ ମିଠା…

ଲାଜ କଥା

   ଲାଜ କଥାପ୍ରକାଶ ରଂଜନ ପରିଡ଼ା ରାଗରେ ଫେରିଆସି ନୂଆ ସାହି କଦମ୍ବ ଗଛ ମୂଳେ ପଡ଼ିଥିବା ଗୋଲଗାଲ୍‌ ଚିକ୍କଣ ପଥର ଉପରେ ବସି ଦେଖିବା ବେଳକୁ ଢଳିଢଳି ଆସୁଛି ମିତା  । ହଁ ମିତା ହିଁ ଆସୁଥିଲା, ମୁଁ ନିଶ୍ଚିତ ଥିଲି । କାରଣ ତା’ପରି ରାଜହଂସୀ ଚାଲି…

VIRAL VIDEO

VIRAL VIDEO ( Proton Story) P. Ranjan୧----ନାଁ ନାଁ ତମ ଉପରେ ଭରଷା ନାହିଁ...-ପ୍ଲିଜ୍‌ ବନ୍ଦ କର ସେସବୁ...ସ୍ବିଚ ଅପ୍‌ କର...ନହେଲେ ମୁଁ ଯାଉଛି ।-ଆରେ ନାଁ ମୁଁ ସେମିତି ନୁ଼ହେଁ...ତମେ କଣ ଭାବୁଛ ମୁଁ କାହାକୁ ଏସବୁ ଦେଖେଇବି...ତମେ ପାଖରେ ନଥିବା ବେଳେ ପାଖରେ ପାଇବାର…