‘‘କଣ ହେଲା ସାଆନ୍ତେ ?’’ ଅର୍ଖିତର ବିକଳ ପ୍ରଶ୍ନରେ ସାଆନ୍ତେ କେବଳ ଚାହିଁଲେ, ଚୁପ୍ ରହିଲେ । ଦେହୁରୀ ସାଆନ୍ତେଙ୍କୁ କହିଲେ ବିପ୍ର ଆଜ୍ଞା ଶେଷ ମନ୍ତ୍ର ପଢ଼ା ବାକି ରହିଗଲା .. ଶାଳ ତ’ ମାରା ହେଲା, କଣ କରିବା? ଅର୍ଖିତ ଥ’ ହେଇ ଚାହିଁଥିଲା କୁସୁମେଇ ଠାକୁରାଣୀଙ୍କ ଉଜ୍ଜଳ, ଜ୍ବଳନ୍ତ ଆଖିକୁ । କୋଉ ମନ୍ତ୍ର ପଢ଼ା ଆଉ ବାକି ରହିଲା ଯେ… ?…
Enjoy the sweetness of Odia Story. Colors Of LIFE brings to you Odia Story PODCAST. ‘MANTRA’- ମନ୍ତ୍ର-It is a heart-touching story by Prakash Ranjan Parida.