Inspirational Quotes in Odia | ଓଡ଼ିଆରେ ବେଷ୍ଟ ପ୍ରେରଣାଦାୟକ କୋଟ୍ସ


inspirational-quotes-in-odia
Inspirational Quotes in Odia
Inspirational Quotes in Odia

ହୁଏତ ଆପଣ ଭୁଲି ଯାଉଛନ୍ତି ବର୍ତ୍ତମାନ ମିଳୁଥିବା ଦୁଃଖ ଓ ୟନ୍ତ୍ରଣା, ଆପଣଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଛି ।

Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

ଆପଣ ଯେଉଁ ବ୍ୟକ୍ତିଙ୍କୁ ଯେତେବେଶୀ ଗୁରୁତ୍ୱ ଦେବେ, ସେହି  ବ୍ୟକ୍ତି ଆପଣଙ୍କୁ ସେତେବେଶୀ ଅବଜ୍ଞା କରିବେ ।

Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

ଠିକ୍ ରାସ୍ତାରେ ଚାଲିବା ଅନେକ ସମୟରେ ମଣିଷ ପାଇଁ କଷ୍ଟକର ନିଶ୍ଚୟ, କିନ୍ତୁ ସେ ରାସ୍ତାରେ କେହି ଆପଣଙ୍କୁ ହରାଇବାର ଆଶଙ୍କା ନଥାଏ ।

Inspirational Quotes in Odia | Colors Of LIFE
Inspirational Quotes in Odia
  Inspirational Quotes in Odia
Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ, ଅତୀତର ଦୁଃଖଦ ଅନୁଭବ ଓ ସମୟ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଥାଏ ।

Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

ପଦର ମର୍ଯ୍ୟଦା ଜଣାନଥିବା ବ୍ୟକ୍ତି ଅଧସ୍ତନ କର୍ମଚାରୀଙ୍କୁ ସହାୟତା ବଦଳରେ ସମସ୍ୟାରେ ପକାଇ ଖୁସି ହୁଏ, କିନ୍ତୁ ସମୟ ତାଙ୍କଠୁ ପଦ ନୁହେଁ ବରଂ ମର୍ଯ୍ୟଦା ଛଡ଼ାଇନିଏ ।

Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

ଅଫିସରେ ନିଜ ମୁହଁରେ I am the Boss ଉଚ୍ଚାରଣ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ, ଜୀବନ ତମାମ୍ ଗଧ ପରିଚୟ ନେଇ ବଞ୍ଚନ୍ତି ।

Inspirational Quotes in Odia | Colors Of LIFE
Inspirational Quotes in Odia
Inspirational Quotes in Odia

କେବେକେବେ ତୁକୁ ମୁହଁ ବନ୍ଦ ରଖିବାକୁ ପଡ଼ିବ, ଗର୍ବିତ ମଥାଟିକୁ ନଇଁବାକୁ ପଡ଼ିବ ଏବଂ ସ୍ୱୀକାର କରିବାକୁ ପଡ଼ିବ ତୁମେ ଭୁଲ୍…ଏହାର ଅର୍ଥ ତୁମେ ପରାଜିତ ନୁହେଁ ବରଂ ତୁମେ ଅଭିଜ୍ଞ ଓ ପରିଣତ ।

Inspirational Quotes in Odia | Colors Of LIFE
Motivational Quotes in Odia
Motivational Quotes in Odia

ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, କିନ୍ତୁ ସ୍ୱଭାବ ଦୃଦୟ ସହ ଦୃଦୟକୁ ଯୋଡ଼େ ।

Inspirational Quotes in Odia | Colors Of LIFE
Motivational Quotes in Odia
Motivational Quotes in Odia

ତୁମେ ଯଦି  ଚାହୁଁଥାଅ ସେ ଆଉ କାହାକୁ ତୁମଠାରୁ ନିଜର ନଭାବନ୍ତୁ, ପ୍ରଥମେ ତାଙ୍କୁ ତୁମେ ନିଜଠୁ ନିଜର ଭାବିନିଅ, ଦେଖିବ ତାଙ୍କ ପାଇଁ ତୁମେ ପୂରା ଦୁନିଆ ବନିଯିବ ।

Inspirational Quotes in Odia | Colors Of LIFE
Share this

Leave a Reply

Your email address will not be published. Required fields are marked *