ଭାରତୀୟ ପ୍ରଥା ପଛରେ ଥିବା ବୈଜ୍ଞାନିକ କାରଣ


indian-culture-colors-of-life
Science Behind Indian Rituals and Traditions

ସନାତନ ସଂସ୍କୃତି ବା ଭାରତୀୟ ପରମ୍ପରାରେ ପ୍ରଚଳିତ ଯେକୌଣସି ପ୍ରଥା ପଛରେ ରହିଛି ବୈଜ୍ଞାନିକ ଯୁକ୍ତି ସିଦ୍ଧତା । ଯାହା ବ୍ୟକ୍ତି, ସମାଜ ପ୍ରତି ମଙ୍ଗଳଦାୟକ ସାବ୍ୟସ୍ତ ହେଉଛି। ସେ ବିବାହ ହେଉ କି ପର୍ବ, ସାମାଜିକ କର୍ମ ହେଉକି ଦୈନନ୍ଦିନ ଜୀବନ, ସବୁଠି, ସବୁବେଳେ କିଛି ନା କିଛି ପ୍ରଥା ପାଳିତ ହୋଇଥାଏ ।

ଶହ ଶହ ବର୍ଷ ଧରି ପ୍ରଚଳିତ ରହିଆସିଥିବା ଏନେକ ପ୍ରଥା ବର୍ତ୍ତମାନ ସମୟ ପାଇଁ ମଧ୍ୟ ପ୍ରଯୁର୍ଯ୍ୟ । ଯଦିଓ ତତ୍କାଳୀନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଚଳିତ କ୍ରିୟା କାଳକ୍ରମେ ପ୍ରଥା ବା ପରମ୍ପରାକୁ ରୂପାନ୍ତରିତ ହୋଇଛି । ଏବେବି ଭାରତରେ ପାଳିତ ହେଉଥିବା ପ୍ରଥା ପାଳନ ପଛରେ ଥିବା ବୈଜ୍ଞାନିକ କାରଣ ଆପଣଙ୍କୁ ବି ଚକିତ କରିବ ନିଶ୍ଚୟ ।

Share this

Leave a Reply

Your email address will not be published. Required fields are marked *