ପ୍ରାଣାୟାମ କଣ? ସଂସ୍କୃତ ଶବ୍ଦ ପ୍ରାଣାୟାମର ଅର୍ଥ: ପ୍ରାଣ + ଆୟାମ । ‘ପ୍ରାଣ’ ଅର୍ଥ ଜୀବନ ଓ ‘ଆୟାମ’ ଅର୍ଥ ଦୀର୍ଘ । ଭୌତିକ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ, ନିରୋଗ ଦୀର୍ଘ ଜୀବନକୁ ସୂଚିତ କରେ । ଯୋଗାଭ୍ୟାସର ପ୍ରଥମ ଓ ସର୍ବୋତ୍ତମ ସୋପାନ ହେଉଛି ପ୍ରାଣାୟାମ । ମହର୍ଷି ପତଞ୍ଜଳିଙ୍କ ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାରେ ସମର୍ଥ ଏକ ଅଦୃଷ୍ଟ ଶକ୍ତି । ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?
Read More

Share this