ମାଟି ଓ ଫୁଲର କବିତା 💘
Podcast

ମାଟି ଓ ଫୁଲର କବିତା 💘

https://youtu.be/rnd3DQcMouw Mato O Fulara Kabita Odia Poem- MATI O FULARA KABITA ତୁମ ପୃଥିବୀରୁ ଦି’ମୁଠା ସ୍ୱପ୍ନ ନେଇ ଫେରିବା ମୁହୂର୍ତ୍ତରେସାରା ଦୁନିଆ ଅମୃତମୟ ଲାଗୁଥିଲା ମତେ,କିନ୍ତୁ ମୁଁ କି ଜାଣିଥିଲିହାତ ମୁଠିରେ ବନ୍ଦୀ ଦି’ମୁଠା ସ୍ୱପ୍ନ ପାଇଁହରେଇ ବସିବି ଆପଣା ପୃଥିବୀରେ ହସିଖେଳି ଜୀବନ…

ସ୍ୱପ୍ନମନସ୍କ | SWAPNAMANASKA | ଓଡ଼ିଆ କବିତା | PODCAST
Podcast

ସ୍ୱପ୍ନମନସ୍କ | SWAPNAMANASKA | ଓଡ଼ିଆ କବିତା | PODCAST

https://youtu.be/a9T-pd6B1OQ swapnamanaska ଶୁନଶାନ୍ ରାସ୍ତା, ନିର୍ଜନ ନଈପଠାଆମ୍ବ ତୋଟା ବଉଳର ମହମହ ବାସ୍ନାସ୍ୱପ୍ନମନସ୍କ ମଣିଷ କିନ୍ତୁ ଢ଼େର ବେଶୀ ଏକୁଟିଆ । ନିସଂଗତାର ନୀଳବହ୍ନିରେ ଜଳୁଛି ଆକାଶଛାତିତଳ କୋହର କୁହୁଡିରେପୋଡିଯାଉଛି ଆମ୍ବ ବଉଳସେ କେମିତି ଭରଷି ଯିବ ଯେ -ମଥା ଉପରକୁ ଲମ୍ବିଆସୁଥିବା ହାତ ସବୁଆଶୀର୍ବାଦର ହାତ, ବିଶ୍ୱାସର…

ଅନ୍ତିମ ଉପହାର | ANTIMA UPAHAR | Odia short story | PODCAST🎧| Colors Of LIFE
Podcast

ଅନ୍ତିମ ଉପହାର | ANTIMA UPAHAR | Odia short story | PODCAST🎧| Colors Of LIFE

https://youtu.be/kJWjDRJ3MDM ଅନ୍ତିମ ଉପହାର | ANTIMA UPAHAR | Odia short story | PODCAST🎧| Colors Of LIFE ଯନ୍ତ୍ରବତ୍‌ ପ୍ୟାଣ୍ଟ୍‌ସାର୍ଟ ପିନ୍ଧି ବାହାରି ଆସିଲି । ନିଜର ନିଶ୍ବାସ ମତେ ଲାଗୁଥିଲା ଆଗ୍ନେୟଗିରିର ଲାର୍ଭା ପରି ଅବିଶ୍ବସ୍ତ-ଅପରିଚିତ, ବିଶ୍ବାସ ମତେ ଭିଡ଼ିନେଉଥିଲା ଆଗକୁ ଆଗକୁ ।…

ସୁଧାର | SUDHARA ✌| Odia Story | PODCAST🎧| Colors Of LIFE
Podcast

ସୁଧାର | SUDHARA ✌| Odia Story | PODCAST🎧| Colors Of LIFE

‘‘ରକ୍ତ ନଝରିବା ଯାଏ ରକ୍ତର ମୂଲ୍ୟ କ’ଣ ବୁଝିହୁଏ ?’’ ସମାଧାନର ସରଳ ରାସ୍ତାଟିକୁ ଭୁଲି ଯାଇଥିବା ଲୋକେ ଚକା ଆସନ ପାରି ବସିଥିଲେ ଚକ୍ରଧର ସାର୍‌ଙ୍କ ଆଗରେ । ଖବର ପାଇ ଆସିଥିଲେ ଜଣେ ପରେ ଜଣେ । ଗାଁ ମୁଣ୍ଡ ନଈ କୂଳରେ ମଧ୍ୟ ପହଞ୍ଚିଥିଲା…

ସାନ୍‌ଦେଈ | SANDEI | Odia Story | PODCAST | Colors Of LIFE
Podcast

ସାନ୍‌ଦେଈ | SANDEI | Odia Story | PODCAST | Colors Of LIFE

ସାନ୍‌ଦେଈ ରାଗିଲେ ସୁନ୍ଦର, ହସିଲେ ବି । ଟିକେ ଟିକେ କଥାରେ ରାଗେ, ବଡ଼ ପାଟି କରେ । ଖୁସି ଥିବାବେଳେ ଯାହା ମାଗିଲେ ଦେଇଦିଏ । ରାଗିଲେ ନା - ବାପ୍‌ରେ ଜୀବନ୍ତ ଆଗ୍ନେୟଗିରି କିଲାଓ । ଜାଳିଦେବ…ମାରିଦେବ । ହଁ ମତେ ବି ଜଣାଅଛି ସାନ୍‌ଦେଈକୁ…

ମନ୍ତ୍ର | MANTRA | Odia Story | PODCAST | Colors Of LIFE
Podcast

ମନ୍ତ୍ର | MANTRA | Odia Story | PODCAST | Colors Of LIFE

‘‘କଣ ହେଲା ସାଆନ୍ତେ ?’’ ଅର୍ଖିତର ବିକଳ ପ୍ରଶ୍ନରେ ସାଆନ୍ତେ କେବଳ ଚାହିଁଲେ, ଚୁପ୍‌ ରହିଲେ । ଦେହୁରୀ ସାଆନ୍ତେଙ୍କୁ କହିଲେ ବିପ୍ର ଆଜ୍ଞା ଶେଷ ମନ୍ତ୍ର ପଢ଼ା ବାକି ରହିଗଲା .. ଶାଳ ତ’ ମାରା ହେଲା, କଣ କରିବା? ଅର୍ଖିତ ଥ’ ହେଇ ଚାହିଁଥିଲା କୁସୁମେଇ…

ତଥାସ୍ତୁ | TATHASTU | Odia Story | PODCAST | Colors Of LIFE
Podcast

ତଥାସ୍ତୁ | TATHASTU | Odia Story | PODCAST | Colors Of LIFE

ମୁଁ ପାଟି କରିବା ପୂର୍ବରୁ ମୋ ମୁହଁରେ ହାତ ଦେଇ କହିଲା- ‘ଚୁପ୍‌’ । ମୁଁ କେବେ ଭାବିନଥିଲି ଅନ୍ଧାରରେ ଘର ଲୋକଙ୍କ ନଜର ଆଡେଇ ସୁନୀତା ମୋ ରୁମ୍‌ରେ ପହଞ୍ଚିଯିବ ବୋଲି । ତା’ ଦେହ ସ୍ପର୍ଶରୁ ଜାଣି ପାରିଥିଲି ସେ ଏବେ ଏକ ବସ୍ତ୍ର ପରିହିତା…