ସୂର୍ଯ୍ୟ ନମସ୍କାର: ସକାଳେ ସମୟ ମିଳୁନି ତ ସଂଧ୍ୟାରେ କରନ୍ତୁ ଅଭ୍ୟାସ
ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟ ନମସ୍କାର- ଏକ ସଂପୂର୍ଣ୍ଣ ଯୋଗ ବ୍ୟାୟାମ। ସୂର୍ଯ୍ୟ ନମସ୍କାର ୧୨ଟି ଯୋଗାସନର ସମାହାର । ଯଦି ଆପଣଙ୍କ ପାଇଁ ସମୟର ଅଭାବ, କିନ୍ତୁ ଆପଣ ଫିଟ୍ ରହିବାର ଉପାୟ ଖୋଜୁଛନ୍ତି, ତେବେ ସୂର୍ଯ୍ୟ ନମସ୍କାର ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ‘ସୂର୍ଯ୍ୟ ନମସ୍କାର’ର ଆକ୍ଷରିକ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣିପାତ । ମନକୁ ଶାନ୍ତ ଏବଂ […]