ସକାଳ ସମୟରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଜୀବନ ଦାନ ପାଇଁ କୃତଜ୍ଞତା ଜ୍ଞାପନର ନାମ ସୂର୍ଯ୍ୟ ନମସ୍କାର । ସୂର୍ଯ୍ୟ ନମସ୍କାର- ଏକ ସଂପୂର୍ଣ୍ଣ ଯୋଗ ବ୍ୟାୟାମ। ସୂର୍ଯ୍ୟ ନମସ୍କାର ୧୨ଟି ଯୋଗାସନର ସମାହାର । ଯଦି ଆପଣଙ୍କ ପାଇଁ ସମୟର ଅଭାବ, କିନ୍ତୁ ଆପଣ ଫିଟ୍ ରହିବାର ଉପାୟ ଖୋଜୁଛନ୍ତି, ତେବେ ସୂର୍ଯ୍ୟ ନମସ୍କାର ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ‘ସୂର୍ଯ୍ୟ ନମସ୍କାର’ର ଆକ୍ଷରିକ ଅର୍ଥ ସୂର୍ଯ୍ୟଙ୍କୁ ପ୍ରଣିପାତ । ମନକୁ ଶାନ୍ତ ଏବଂ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

  ସବୁବେଳେ ସକାରାତ୍ମକ ଏବଂ ଖୁସି ଅନୁଭବ ସମ୍ଭବ କି ? ଦିନର ୨୪ ଘଣ୍ଚା, ବର୍ଷର ୩୬୫ ଦିନ ସୁଖରେ ବିତାଇବା ସମ୍ଭବ କି ? ଯଦି ଆପଣଙ୍କ ଉତ୍ତର ନାଁ, ତେବେ ଏହି ରଚନାଟିକୁ ଅନ୍ତତଃ ଥରେ ଶେଷ ପର୍ଯ୍ୟନ୍ତ ପାଠ କରିବା ପରେ ଦୟାକରି ପୁନର୍ବାର ସେହି ସମାନ ପ୍ରଶ୍ନଟିକୁ ନିଜକୁ ପଚାରନ୍ତୁ । କେଇ କ୍ଷଣ ପୂର୍ବରୁ ଆପଣ ଓ ବର୍ତ୍ତମାନର ଆପଣଙ୍କ ଭିତରେ ଏପରି କଣ ପାର୍ଥକ୍ୟ ରହିଛି ନିଜେ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

‘‘ଲୁହାର ଶୃଙ୍ଖଳ ଛିଣ୍ଡାଇବା ସହଜ କିନ୍ତୁ ଫୁଲର ଶୃଙ୍ଖଳ ଛିଣ୍ଡାଇବା କେବଳ ଅସହଜ ନୁହେଁ ଅସମ୍ଭବ ।’’ ବର୍ତ୍ତମାନ ସମୟରେ ଏହି ଆପ୍ତବାକ୍ୟଟିର ଅର୍ଥ ଭୁଲ ପ୍ରମାଣିତ ହେବାରେ ଲାଗିଛି । ମଣିଷ ଖୁବ ସହଜରେ ଭୁଲିଯାଉଛି ରକ୍ତ ସମ୍ପର୍କ, ପରିବାରିକ ବନ୍ଧନର ଭିତ୍ତି । ଗୋଟିଏ ଛାତତଳେ ବାସ କରୁଥିବା ରକ୍ତ ସମ୍ପର୍କୀୟ ଆବେଗିକ ସ୍ତରରେ ଟୋଟିଏ ରଜ୍ଜୁରେ ବାନ୍ଧି ହୋଇହୋଇ ରହିଥାନ୍ତି, ଯାହାକୁ ପରିବାର କୁହାଯାଏ । ବାପା, ମାଆ, ଜେଜେ, ଜେଜେମାଆ, ପୁଅ,
ସଂପୂର୍ଣ୍ଣ ପଢ଼ନ୍ତୁ

Share this

କୌଣସି କଥାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଅନ୍ଧ ଭାବରେ ବିଶ୍ୱାସ କରାଯାଉଥିବା ବିଧିବିଧାନକୁ ଆମେ ଅନ୍ଧବିଶ୍ୱାସ କହିଥାଉ, କିନ୍ତୁ ବିନା ପ୍ରମାଣରେ ଅନ୍ଧ ଭାବରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦେଉଥିବା ବସ୍ତୁବାଦୀ ଜ୍ଞାନ, ବିଜ୍ଞାନ ପଦବାଚ୍ୟ ହେବ କହ କିପରି ?  ଯେଉଁ  ବିଧିବିଧାନ ବା ବ୍ୟବସ୍ଥାକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବିଚାର କରିବା ପରେ ଆମେ ଗ୍ରହଣ କରିଥାନ୍ତି ତା’କୁ ଅନ୍ଧବିଶ୍ୱାସ କହିପାରିବା କି ?  ଭୂତ, ପ୍ରେତର ପ୍ରାଦୂର୍ଭାବକୁ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ସୁଖରେ ବଞ୍ଚିବା, ମଣିଷ ଜୀବନର ପରମ ଓ ଚରମ ଅଭିଳାଷ । ଏଥିପାଇଁ ମଣିଷ ଜୀବନ କାଳ ଭିତରେ ଅର୍ଜନ କରିଥିବା ଧନ ଓ ଜ୍ଞାନକୁ ବିନିଯୋଗ କରିଥାଏ ।  ସୁଖ ପ୍ରାପ୍ତି ଆଶାରେ ସବୁ ପ୍ରୟାସ ସତ୍ତ୍ବେ ମହଣ ମହଣ ଦୁଃଖର ଭାରରେ ଆଜିର ମଣିଷଟି ନଇଁ ପଡୁଛି । ବିଜ୍ଞାନର ଉକୃଷ୍ଟ ଉଦ୍ଭାବନ ମଣିଷକୁ ସୁଖି କରିବାକୁ ସମର୍ଥ ହେଉନାହିଁ ।  ସବୁ ସୌଖିନ ସାମଗ୍ରୀ ବ୍ୟବହାର କରିବା ପରେବି ମଣିଷ ଅସମୟରେ ବାର୍ଦ୍ଧକ୍ୟରେ
ସଂପୂର୍ଣ୍ଣ ପଢ଼ନ୍ତୁ

Share this