ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ ଆପଣଙ୍କର ଅଛି କି ଏପରି ଅଭ୍ୟାସ….ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଆଜ୍ଞା ହଁ ଖୁବ ସାଧାରଣ ମନେ ହେଉଥିବା କିଛି କାର୍ଯ୍ୟ, ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ଭିଡିଓରୁ ଜାଣନ୍ତୁ କେଉଁ ଅଭ୍ୟାସ ଛାଡ଼ିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଏପରି କିଛି ଭୁଲ କାର୍ଯ୍ୟ ଯୋଗୁ ଖାଦ୍ୟ
ସଂପୂର୍ଣ୍ଣ ପଢ଼ନ୍ତୁ
ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ସମୟର ପୁରୁଣା ରାସ୍ତାରେ ପୁଣି ଗଡ଼ିବା ଆରମ୍ଭ କରିଛି ଜୀବନ ଗାଡ଼ି। ନୂଆବର୍ଷରେ ଆପଣ କିଛି ନୂଆ କରିବାକୁ ଇଚ୍ଛା କରୁଛନ୍ତି କି…ଅଛି କି ଆପଣଙ୍କ ଭିତରେ କିଛି ନୂଆ କରିବାର ସଙ୍କଳ୍ପ…ଖୋଜୁଛନ୍ତି କି ନୂଆ ଉପାୟ…ତେବେ ଏହି ଭିଡିଓ ଆପଣଙ୍କ ପାଇଁ … ବାସ୍ ଏହି ଭିଡିଓରେ ମୁଁ ଏପରି ୫ଟି ଉପାୟ ଆପଣଙ୍କୁ ଜଣାଇବି…ଯାହାକୁ ଆପଣ ଆଦରି ନେଲେ ନୂଆବର୍ଷ ସତରେ ଆପଣଙ୍କ ଜୀବନକୁ ନୂତନତ୍ୱରେ ପରିପୂର୍ଣ୍ଣ
ସଂପୂର୍ଣ୍ଣ ପଢ଼ନ୍ତୁ