କରୋନା-ମଙ୍କିପକ୍ସ ମହାମାରୀ ମଧ୍ୟରେ ସାମ୍ନାକୁ ଆସିଲା ସାଂଘାତିକ ‘ମାରବର୍ଗ ଭାଇରସ୍’, ଜାଣନ୍ତୁ ଲକ୍ଷଣ
Updated 20/07/2022 କୋରୋନା ମହାମାରୀ (Coronavirus pandemic) ଓ ମଙ୍କିପକ୍ସ (Monkeypox)ର ବିସ୍ତାର ମଧ୍ୟରେ ଆଉ ଏକ ମାରାତ୍ମକ ଭାଇରସ ଚିହ୍ନଟ ହୋଇଛି । ପଶ୍ଚିମ ଦକ୍ଷିଣ ଆଫ୍ରିକୀୟ ଦେଶ ଘାନାରେ ମାରବର୍ଗ ଭୂତାଣୁ ଚିହ୍ନଟ ହୋଇଛି । ସେନେଗାଲ ଲାବୋରେଟୋରୀରେ ଦୁଇଟି ମାମଲା ନିଶ୍ଚିତ ହୋଇଥିବାବେଳେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାରବର୍ଗ ଆତଙ୍କ ( Marburg Virus) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ, ପ୍ରଥମେ ଚିହ୍ନଟ ହୋଇଥିବା […]