ଖୁବଶୀଘ୍ର CoWIN ଆପ୍ ରେ Kids Vaccination ପାଇଁ ପଞ୍ଜିକରଣ ହୋଇପାରିବ । ପୋଲିଓ, ହେପାଟାଇଟିସ ସମେତ ଅନ୍ୟ ଟିକା ପାଇଁ ଅଭିଭାବକମାନେ କୋୱିନ ଆପ୍ଲିକେସନରେ ସ୍ଲଟ୍ ବୁକିଂ କରିପାରିବେ । ହେପାଟାଇଟିସ୍ ଓ ପୋଲିଓ ଟିକାକରଣ ହେବ ସହଜ Kids Vaccination: ଏବେ ବି ଦୂର ହୋଇନାହିଁ କୋଭିଡ-19 ସଙ୍କଟ । ମହାମାରୀରେ ସମଗ୍ର ବିଶ୍ୱରେ ପିଲାମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । କରୋନା କାଳରେ ଶିଶୁଙ୍କ ସ୍ଥିତି ନେଇ ମିଳିତ ଜାତିସଂଘ ପକ୍ଷରୁ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ଆମ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ହିଁ ଗଠିତ । ଏବଂ ପ୍ରତି କୋଷ ପାଇଁ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଫୁସଫୁସ ଶ୍ୱାସକ୍ରିୟା ସମ୍ପାଦନ ପାଇଁ ମୁଖ୍ୟ ଅଂଶ ଅଟେ । ଫୁସଫୁସ ଛାତିର ଉଭୟ ପାର୍ଶ୍ୱରେ ରହିଥାଏ । ଯାହାର ସୁସ୍ଥତା ଉପରେ ଆମ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ, ଧୂମପାନ, କ୍ଷତିକାରକ ରାସାୟନିକ ପଦାର୍ଥ, ଧୂଳି-ମାଟି ଏବଂ ଶୁଖିଲା ପବନ ଯୋଗୁଁ ବିଷାକ୍ତ ପଦାର୍ଥ ଫୁସଫୁସରେ ଜମା
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ଘିଅ ଭାରତୀୟ ରୋଷେଇ ଓ ଆୟୁର୍ବେଦରେ ହଜାର ହଜାର ବର୍ଷ ଧରି ବ୍ୟବହୃତ ହେଉଛି । ଖାଦ୍ୟରେ ବ୍ୟବହାରଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟରେ ସୁଧାର ପାଇଁ ଘିଅକୁ ବ୍ୟବହାର କରାଯାଏ । ଦେଶୀ ଘିଅରେ ପ୍ରୋଟିନ, ହେଲ୍ଦୀ ଫ୍ୟାଟ, ଭିଟାମିନ ଏ, ଇ ଓ ଭିଟମିନ କେ ରହିଥାଏ । ଘିଅ ଭାରତରେ ଏକ ଲୋକପ୍ରିୟ ଖାଦ୍ୟ । ଯାହାକୁ ଅନେକ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିଥାନ୍ତି । ଅନେକ ଲୋକ ଘିଅକୁ ରୁଟିରେ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ସୁଦ୍ଧ ମହୁ ନାମରେ ଆପଣ ଅପମିଶ୍ରିତ ମହୁ ଖାଉନାହାନ୍ତି ତ ? କାରଣ ଏବେ ବଜାରରେ ଅନେକ ବ୍ରାଣ୍ଡର ଅପମିଶ୍ରିତ ମହୁ ଉପଲବ୍ଧ ରହିଛି । ମହୁ ନାମରେ ଯାହାକୁ ଖାଇବା ପରେ ଲାଭ ବଦଳରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ସାଧାରଣତଃ ଲୋକେ ୱେଟ ଲସ୍ (Honey to lose weight )ଠାରୁ ଆରମ୍ଭ କରି ଗଳା ଦରଜ (Sore throat)ର ଘରୋଇ ଉପଚାର ପାଇଁ ମହୁ ବ୍ୟବହାର କରିଥାନ୍ତି । ବିଭିନ୍ନ ଖାଦ୍ୟକୁ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

କମ୍ ଶୋଉଥିବା ଲୋକେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିଥାନ୍ତି । ସେହପରି ଆବଶ୍ୟକତାଠାରୁ ଅଧିକ ଶୋଇଲେ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ଥାଏ । କେତେ ସମୟ ଶୋଇବା ଉଚିତ, ଏହା ଆପଣଙ୍କ ଜୀବନଶୈଳୀ, ଖାଦ୍ୟ ଓ ଶରୀର ଉପରେ ନିର୍ଭର କରିଥାଏ । କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ପ୍ରାୟ ୭ରୁ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥିବାବେଳେ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିଙ୍କ ଶରୀର ପାଇଁ ନିଦ୍ରା ସମୟ କମ୍
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ସାଧାରଣତଃ ଲୋକେ ମୁଣ୍ଡ ଯନ୍ତ୍ରଣା, ମାଂସପେଶୀରେ ବ୍ୟଥା, ଗଣ୍ଠି ଓ ଅନ୍ୟ ଯନ୍ତ୍ରଣା ସମୟରେ ଯନ୍ତ୍ରଣା ନିବାରକ (PainKiller) ବ୍ୟବହାର କରିଥାନ୍ତି । ଏହାସହତି ଶରୀରର କୌଣସି ଅଂଶରେ ସାମାନ୍ୟ ଦରଦ ସମୟରେ ଲୋକେ ତୁରନ୍ତ ପେନ କିଲର୍ସ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ପେନ କିଲର ଖାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଦୈନିକ ପେନକିଲର ଖାଉଥିବା ଲୋକଙ୍କ ସ୍ମରଣ ଶକ୍ତି ହ୍ରାସ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ଫଳରେ ରହିଛି ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଓ ଖଣିଜ । ଫଳରୁ ଫାଇବରଠାରୁ ଆରମ୍ଭ କରି ଫ୍ଲେୱନୋଇଜ ସମେତ ପ୍ରାୟ ସବୁ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ପ୍ରତିଦିନ ଫଳ ଖାଇବା ଦ୍ୱାରା ହୃଦରୋଗ, କର୍କଟ ସହିତ ଅନ୍ୟ ରୋଗ କବଳରୁ ମୁକ୍ତି ମିଳିଥାଏ । ଏହାସହିତ ଅନେକ ରୋଗର ଚିକିତ୍ସା ପାଇଁ ସହାୟତା ମିଳିଥାଏ । ଫଳ ସହିତ ଏକାଠି ଖାଆନ୍ତୁନି ଏହି ୪ଟି ଖାଦ୍ୟ କିନ୍ତୁ ଅଧିକାଂଶ ଲୋକ ଫଳ ଖାଇବା ସମୟରେ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ଫଳ । ତେଣୁ କୁହାଯାଏ ସବୁଦିନ ସକାଳେ ଫଳ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ବନି । ଫଳ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପୂର୍ବ ରଚନାରେ ଖାଲି ପେଟରେ ୫ଟି ଫଳ ଖାଇବାକୁ ବାରଣ କରାଯାଇଥିଲା । କିନ୍ତୁ ଏହି ରଚନାରେ ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ ଜାଣନ୍ତୁ। ଖାଲି ପେଟରେ ଖାଆନ୍ତୁ ଏହି ଫଳ ଅମୃତଭଣ୍ଡା ପିଜୁଳି
ସଂପୂର୍ଣ୍ଣ ପଢ଼ନ୍ତୁ

Share this

ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପୋଷକ ତତ୍ତ୍ୱ ଓ ଖଣିଜରେ ଭରପୂର ହୋଇଥିବାରୁ ଫଳ ଶରୀରକୁ ସୁସ୍ଥ ରଖିଥାଏ । ଏହା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ । ଯଦି ଆପଣ ଖାଲି ପେଟରେ ଫଳ ଖାଉଛନ୍ତି, ତେବେ ଏକଥା ଜାଣିବା ଜରୁରୀ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

କ୍ଷୀର ଶରୀର ପାଇଁ କେତେ ଯେ ପୁଷ୍ଟିକର ଏକଥା କାହାକୁ ଅଛପା ନାହିଁ । ପିଲାଦିନରୁ ଆମେ ଶୁଣିଛନ୍ତି କ୍ଷୀର ପିଇବା ଶରୀର ପାଇଁ କେତେ ମହତ୍ୱପୂର୍ଣ୍ଣ । କିନ୍ତୁ ଆପଣ ଜାଣନ୍ତି କି କ୍ଷୀର ପିଇବା ପରେ ତୁରନ୍ତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଏପରି ଅନେକ ଖାଦ୍ୟ ରହିଛି ଯାହାକୁ କ୍ଷୀର ପିଇବା ପରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବେଳେବେଳେ ଏହା ସାଂଘାତିକ ମଧ୍ୟ ହୋଇପାରେ ।
ସଂପୂର୍ଣ୍ଣ ପଢ଼ନ୍ତୁ

Share this