ଆୟୁର୍ବେଦରେ ଉଭୟ ଘିଅ ଓ ମହୁକୁ ବେଶ୍ ଗୁରୁତ୍ୱ ଦିଆଯାଏ । କାରଣ ଉଭୟ ଖାଦ୍ୟ ମାନବ ଶରୀର ପାଇଁ ଅମୃତ ତୁଲ୍ୟ । କିନ୍ତୁ ଉଭୟ ଖାଦ୍ୟର ମିଶ୍ରଣ ଆୟୁର୍ବେଦ ଅନୁସାରେ ଅଖାଦ୍ୟ ବା ବିଷତୁଲ୍ୟ । ଖୁବଶୀଘ୍ର ଓଜନ ବଢ଼ାଇବା ପାଇଁ ମହୁକୁ କ୍ଷୀର ସହିତ ମିଶାଇ ସେବନ କରିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଉଥିବାବେଳେ ଘିଅ ସହିତ ମିଶାଇବାକୁ ବାରଣ କରିଥାନ୍ତି, ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି । ଦେଖିବାକୁ ଗଲେ
ସଂପୂର୍ଣ୍ଣ ପଢ଼ନ୍ତୁ

Share this

କେବେ ଆପଣ ଭାବିଛନ୍ତି କି ଖାଦ୍ୟ ପ୍ରସ୍ତୁତିରେ ହଳଦୀ, ଲଙ୍କା, ଧନିଆ ମସଲା କାହିଁକି ବ୍ୟବହୃତ ହୋଇଥାଏ ? ଏହି ତିନିଟି ମସଲା ନିଶ୍ଚିତ ଭାବରେ ଘରେ ଦୈନିକ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମିଶିଥାଏ । ଏହାସହିତ ଖାଦ୍ୟ ପ୍ରସ୍ତୁତିରେ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଶାଯାଇଥାଏ । ଖାଦ୍ୟରେ ରଙ୍ଗ ଏବଂ ସୁଗନ୍ଧ ବୃଦ୍ଧି କରୁଥିବାରୁ ଏହି ମସଲା ବ୍ୟବହାର କରାଯାଇଥାଏ । କିନ୍ତୁ ଆୟୁର୍ବେଦ ଅନୁଯାୟୀ ଖାଦ୍ୟରେ ହଳଦୀ, ଲଙ୍କା ଏବଂ ଧନିଆର ଏହି ମସଲା
ସଂପୂର୍ଣ୍ଣ ପଢ଼ନ୍ତୁ

Share this

  ତ୍ୱଚା ଓ ବାଳର ଯତ୍ନ ପାଇଁ ଲୋକେ ଅନେକ ପ୍ରକାର ତେଲ ବ୍ୟବହାର କରିଥାନ୍ତି । କିନ୍ତୁ ଲୋକମାନେ ପ୍ରାୟତଃ ପାଦକୁ ଅଣଦେଖା କରିଥାନ୍ତି । ପାଦ ମାଲିସ କରିବା କଥାକୁ ଅନେକ ଲୋକ ଜରୁରୀ ବୋଲି ଭାବନ୍ତି ନାହିଁ । ମୁଣ୍ଡ ବିନ୍ଧା କିମ୍ବା ଅଣ୍ଟା ଯନ୍ତ୍ରଣା ସମୟରେ ଲୋକେ ତେଲ ମାଲିସ କରିଥାନ୍ତି । କିନ୍ତୁ ଏକଥା ଆପଣ ଜାଣନ୍ତି କି ବାଳରେ ତେଲ ଲଗାଇବାଠାରୁ ପାଦରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ
ସଂପୂର୍ଣ୍ଣ ପଢ଼ନ୍ତୁ

Share this