ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ


ଇତିହାସର ଅନ୍ଧାରୀ ସୁଡଙ୍ଗରୁ ବିଶ୍ୱାସର ଆବର୍ତ୍ତମାନ । ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ । ସନାତନ ସଂସ୍କୃତିର ପ୍ରମୁଖ ପୀଠ କାଶୀ ବିଶ୍ୱନାଥ ପୀଠ ଫେରିପାଇବ ମୂଳ ପୀଠର ଗାରିମା । ଜ୍ଞାନବାପୀ ପରିସରରେ କଥିତ ଶିବଲିଙ୍ଗ ଠାବ ପରେ ଏପରି ଆଶା ଉଜ୍ଜିବିତ ହୋଇଛି । ଏଯାଏ ମାମଲା କୋର୍ଟରେ ବିଚାରାଧିନ ରହିଛି । ପୂଜା ପାଇଁ ଅନୁମତି ଦେବାକୁ ହିନ୍ଦୁ ପକ୍ଷରୁ ଆବେଦନ ହୋଇଛି । ଯାହାର ଶୁଣାଣି ୨୦୨୨ […]

Share this

ଜାତି ପ୍ରଥା ଭାରତୀୟ ସମାଜକୁ କିପରି ପ୍ରଭାବିତ କରେ?


ମାନବ ସଭ୍ୟତା ସହିତ ପ୍ରାଚୀନ କାଳରୁ ଯୋଡ଼ି ହୋଇ ରହିଛି ଜାତି ପ୍ରଥା । ପୁରାତନ ସଭ୍ୟତାରେ ମାନବ ସମାଜ ଗୋଷ୍ଠୀବଦ୍ଧ ଓ ଶୃଙ୍ଖଳିତ ହୋଇ ଜୀବନ ଧାରଣ କରିବା ପାଇଁ ମଣିଷକୁ ପରିଚୟ ପ୍ରଦାନ କରିଥିଲା ଜାତି ପ୍ରଥା । ଭାରତୀୟ ସଭ୍ୟତାରେ ବୃତ୍ତିକୁ ନେଇ ଜାତି ପ୍ରଥାର ପରିକଳ୍ପନା କରାଯାଇଥିଲା । ଭାରତରେ ଜାତି ପ୍ରଥାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବର୍ତ୍ତମାନ ସମୟରେ ଜାତି ପ୍ରଥାକୁ ଅଯୌକ୍ତିକ ଓ ଅନାବଶ୍ୟକ ବିବେଚନା କରାଯାଉଥିଲେ ବି ସମାଜ […]

Share this

ବିଜୟାଦଶମୀରେ ଗୁପ୍ତ ଭାବେ ଏହି ୩ଟି ଜିନିଷ କରନ୍ତୁ ଦାନ; ପ୍ରସନ୍ନ ହେବେ ମା’, ବର୍ଷିବ କୃପା


ବିଜୟାଦଶମୀ ଦିନରେ ଭାରତବର୍ଷରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ ପରମ୍ପରା ରହିଛି । ଏପରି କିଛି ଜିନିଷ ରହିଛି, ଯାହା କୌଣସି ଦୀନ, ଦରିଦ୍ରଙ୍କୁ ଦାନ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ବିଜୟାଦଶମୀରେ କେଉଁ ଜିନିଷ ଗୁପ୍ତ ଭାବରେ ଦାନ କଲେ ପ୍ରସନ୍ନ ହୁଅନ୍ତି ମା’ ବିଜୟାଦଶମୀ ଦିନରେ ଭାରତବର୍ଷରେ କିଛି ଜିନିଷକୁ ଗୁପ୍ତ ଭାବରେ ଦାନ ପରମ୍ପରା ରହିଛି । ଏପରି କିଛି ଜିନିଷ ରହିଛି, ଯାହା […]

Share this

ଶିବଲିଙ୍ଗର ପ୍ରକୃତ ଅର୍ଥ କଣ; ଭୁଲ ଅର୍ଥ ପ୍ରସାରିତ ହେବା ପଛର କାରଣ କଣ?


ଲିଙ୍ଗ ଶବ୍ଦର ସଂସ୍କୃତ ଅର୍ଥ ‘ପ୍ରତୀକ’, ଶିବଲିଙ୍ଗର ପ୍ରକୃତ ଅର୍ଥ ଶିବଙ୍କ ପ୍ରତୀକ ସଂସ୍କୃତ ଶବ୍ଦକୋଷ ଅନୁସାରେ ଜାଣିନିଅନ୍ତୁ ଲିଙ୍ଗ ଓ ଶିବ-ଲିଙ୍ଗର ପ୍ରକୃତ ଅର୍ଥ ଅନେକ ସମୟରେ ସମାଜରେ ଶିବ-ଲିଙ୍ଗ ପୂଜା ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ଅନ୍ୟ ସଂପ୍ରଦାୟ ସହିତ କିଛି ହିନ୍ଦୁ ସଂପ୍ରଦାୟର ଲୋକ ମଧ୍ୟ ଶିବ ମନ୍ଦିରରେ ଲିଙ୍ଗ ଓ ଯୋନି ପୂଜା ହେଉଥିବା କହିଥାନ୍ତି । ଯେଉଁ ଭୁଲ ସଂଜ୍ଞା ଛୋଟ ପିଲାଙ୍କ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥାଏ […]

Share this

ସନାତନ ସଂସ୍କୃତିରେ ଗୁରୁ ପୂର୍ଣ୍ଣିମାର ମହତ୍ୱ


Guru purnima history and significance in odia: ଗୁରୁ ପୂର୍ଣ୍ଣିମା ଅର୍ଥାତ ଅନ୍ଧକାରରୁ ଆଲୋକ, ଅଜ୍ଞନତାରୁ ଜ୍ଞାନ ଏବଂ ଆତ୍ମସ୍ୱାଭିମାନ ଜାଗ୍ରତ କରୁଥିବା ସର୍ବୋଚ୍ଚ ଗୁରୁଙ୍କ ପ୍ରତି ନମନର ଦିବସ, କୃତଜ୍ଞତା ପ୍ରକାଶର ଅବସର । ଯେଉଁମାନେ ଆତ୍ମଜ୍ଞାନ ପ୍ରଦାନ କରିବା ସହ ଜୀବନ ଯାତ୍ରାରେ ଆମକୁ ମାର୍ଗଦର୍ଶନ କରାନ୍ତି, ସେମାନେ ଗୁରୁ ହିଁ ଅଟନ୍ତି । ଗୁରୁ ପୂର୍ଣ୍ଣିମାର ମହତ୍ୱ ଆଷାଢ ମାସର ପୂର୍ଣ୍ଣିମାକୁ ଭାରତୀୟ ପରମ୍ପରାରେ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ […]

Share this

ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁଛି ରଜ


ଭିଜା ମାଟିର ମିଠା ବାସ୍ନାରେ ମତୁଆଲା ଆକାଶ …ମାଟି ଓ ମୌସୁମୀର ମିଳନ ପର୍ବ। ବାଡ଼ି ବଗିଚାରୁ ଛୁଟୁଛି ରଙ୍ଗଣୀ, ହରଗୌରୀର ସୁବାସ । ଚାରିଆଡେ ଏବେ ଉତ୍ସବର ମାହୋଲ । ମହାମାରୀ କରୋନାର ଦାଉ କମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ ଗାଁ ଆମ୍ବ ତୋଟାରେ ଝୁଲୁଛି ଦୋଳି; କୁଆଁରୀ କଣ୍ଠରୁ ଶୁଭୁଛି ରଜଗୀତ । ଘରେ ଘରେ ଜମିଛି ପୋଡ଼, ମଣ୍ଡା ଓ କାକରା ପିଠାର ଆସର । ଆଦ୍ୟ […]

Share this

ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତକୁ ଅପେକ୍ଷା | ଆସୁଛି ରଜ


ପୂର୍ଣ୍ଣ ଯୌବନର ଦୀପ୍ତି ନେଇ ଧରିତ୍ରୀକୁ ଛୁଇଁବ ରଜ। ମାଟି ଓ ମୌସୁମୀର ମିଳନର ପର୍ବ … ଓଡ଼ିଶାର ଏକ ପାରମ୍ପରିକ ପର୍ବ ରଜ । ବସୁଧା, ପ୍ରକୃତି ମାତାର ଅବଦାନକୁ ସ୍ମରଣ କରିବାର ମହାର୍ଘ୍ୟ ପରମ୍ପରା ହେଉଛି ରଜ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୋଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ […]

Share this

ଭାରତୀୟ ପ୍ରଥା ପଛରେ ଥିବା ବୈଜ୍ଞାନିକ କାରଣ


Science Behind Indian Rituals and Traditions ସନାତନ ସଂସ୍କୃତି ବା ଭାରତୀୟ ପରମ୍ପରାରେ ପ୍ରଚଳିତ ଯେକୌଣସି ପ୍ରଥା ପଛରେ ରହିଛି ବୈଜ୍ଞାନିକ ଯୁକ୍ତି ସିଦ୍ଧତା । ଯାହା ବ୍ୟକ୍ତି, ସମାଜ ପ୍ରତି ମଙ୍ଗଳଦାୟକ ସାବ୍ୟସ୍ତ ହେଉଛି। ସେ ବିବାହ ହେଉ କି ପର୍ବ, ସାମାଜିକ କର୍ମ ହେଉକି ଦୈନନ୍ଦିନ ଜୀବନ, ସବୁଠି, ସବୁବେଳେ କିଛି ନା କିଛି ପ୍ରଥା ପାଳିତ ହୋଇଥାଏ । ଶହ ଶହ ବର୍ଷ ଧରି ପ୍ରଚଳିତ ରହିଆସିଥିବା ଏନେକ ପ୍ରଥା ବର୍ତ୍ତମାନ […]

Share this

ଭାରତର ନାମ ଇଣ୍ଡିଆ ହେଲା କାହିଁକି ?


କାହିଁକି ଭାରତର ନାମ ଇଣ୍ଡିଆ ହେଲା? ପ୍ରତିଟି ଜାତି, ସଂପ୍ରଦାୟ, ସଂଗଠନ, ଅନୁଷ୍ଠାନର ନାମ ସହିତ ଥାଏ ଆବେଗିକ ସଂଯୋଗ। ଛଳନା ଓ କପଟତାରେ ରାଜ୍ୟ ଜୟ କରିବାରେ ସିଦ୍ଧହସ୍ତ ପାଶ୍ଚାତ୍ୟର ଶାସକମାନେ 1700 ଖ୍ରୀଷ୍ଟାବ୍ଦରେ ଯେତେବେଳେ ପ୍ରାଚୀନ ଭାରତର ଭବ୍ୟତାରେ ଇର୍ଷାନ୍ୱିତ ହୋଇ ଲୁଣ୍ଠନ କରିବାକୁ ଉପାୟ ଚିନ୍ତା କରୁଥିଲେ । ସର୍ବପ୍ରଥମେ ଭାରତୀୟଙ୍କ ମନରୁ ଭାରତବର୍ଷ ସହିତ ଥିବା ଆବେଗିକ ସଂଯୋଗକୁ ତୁଟାଇ ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ । ତତ ପରେପରେ 1858ରେ […]

Share this

ରଙ୍ଗର ପର୍ବ ହୋଲି ପଛରେ ଥିବା କିମ୍ବଦନ୍ତୀ ଜାଣନ୍ତି କି? Why We Celebrate Holi in Odia


ହୋଲି- ପ୍ରେମର ପର୍ବ…ରଙ୍ଗର ପର୍ବ…ବସନ୍ତର ପର୍ବ… ଆମେ ହୋଲି କାହିଁକି ପାଳନ କରୁ? ରଙ୍ଗର ପର୍ବ ପଛରେ ଥିବା କିମ୍ବଦନ୍ତୀ ଜାଣନ୍ତି କି? Why We Celebrate Holi ? ହୋଲି ପର୍ବ ରାଧା-କୃଷ୍ଣଙ୍କର ଅନନ୍ତ ଓ ସ୍ୱର୍ଗୀୟ ପ୍ରେମର ପ୍ରତୀକ । ଏହି ପର୍ବ ମଧ୍ୟ ଅସତ୍ୟ ଉପରେ ସତ୍ୟର ବିଜୟକୁ ସୂଚିତ କରିଥାଏ। ପ୍ରତିବର୍ଷ ଫାଲଗୁନ ମାସ ପୂର୍ଣ୍ଣିମା ପରଦିନ ରଙ୍ଗର ପର୍ବ ପାଳନ ହୋଇଥାଏ । ହିନ୍ଦୁ ସଂପ୍ରଦାୟ ପାଇଁ ହୋଲି ଏକ […]

Share this