କାହିଁକି ଭାରତର ନାମ ଇଣ୍ଡିଆ ହେଲା? ପ୍ରତିଟି ଜାତି, ସଂପ୍ରଦାୟ, ସଂଗଠନ, ଅନୁଷ୍ଠାନର ନାମ ସହିତ ଥାଏ ଆବେଗିକ ସଂଯୋଗ। ଛଳନା ଓ କପଟତାରେ ରାଜ୍ୟ ଜୟ କରିବାରେ ସିଦ୍ଧହସ୍ତ ପାଶ୍ଚାତ୍ୟର ଶାସକମାନେ 1700 ଖ୍ରୀଷ୍ଟାବ୍ଦରେ ଯେତେବେଳେ ପ୍ରାଚୀନ ଭାରତର ଭବ୍ୟତାରେ ଇର୍ଷାନ୍ୱିତ ହୋଇ ଲୁଣ୍ଠନ କରିବାକୁ ଉପାୟ ଚିନ୍ତା କରୁଥିଲେ । ସର୍ବପ୍ରଥମେ ଭାରତୀୟଙ୍କ ମନରୁ ଭାରତବର୍ଷ ସହିତ ଥିବା ଆବେଗିକ ସଂଯୋଗକୁ ତୁଟାଇ ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ । ତତ ପରେପରେ 1858ରେ
Read More

Share this

କୌଣସି କଥାର ସତ୍ୟାସତ୍ୟ ଅନୁସନ୍ଧାନ ନକରି ଅନ୍ଧ ଭାବରେ ବିଶ୍ୱାସ କରାଯାଉଥିବା ବିଧିବିଧାନକୁ ଆମେ ଅନ୍ଧବିଶ୍ୱାସ କହିଥାଉ, କିନ୍ତୁ ବିନା ପ୍ରମାଣରେ ଅନ୍ଧ ଭାବରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ବିଶ୍ୱାସକୁ ଅନ୍ଧବିଶ୍ୱାସ ଆଖ୍ୟା ଦେଉଥିବା ବସ୍ତୁବାଦୀ ଜ୍ଞାନ, ବିଜ୍ଞାନ ପଦବାଚ୍ୟ ହେବ କହ କିପରି ?  ଯେଉଁ  ବିଧିବିଧାନ ବା ବ୍ୟବସ୍ଥାକୁ ବୈଜ୍ଞାନିକ ଦୃଷ୍ଟିକୋଣ ନେଇ ବିଚାର କରିବା ପରେ ଆମେ ଗ୍ରହଣ କରିଥାନ୍ତି ତା’କୁ ଅନ୍ଧବିଶ୍ୱାସ କହିପାରିବା କି ?  ଭୂତ, ପ୍ରେତର ପ୍ରାଦୂର୍ଭାବକୁ
Read More

Share this