ବଦଳାନ୍ତୁ ଏହି ୫ଟି ଅଭ୍ୟାସ- ନଚେତ ଦେବାକୁ ପଡ଼ିବ ବହୁମୂଲ୍ୟ ଆପଣଙ୍କର ଅଛି କି ଏପରି ଅଭ୍ୟାସ….ଦୈନନ୍ଦିନ ଜୀବନରେ ଆପଣଙ୍କର କିଛି ଭୁଲ ଅଭ୍ୟାସ, ପରବର୍ତ୍ତୀ ସମୟରେ ଆପଣଙ୍କୁ ସମସ୍ୟାରେ ପକାଇଥାଏ । ଆଜ୍ଞା ହଁ ଖୁବ ସାଧାରଣ ମନେ ହେଉଥିବା କିଛି କାର୍ଯ୍ୟ, ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ଭିଡିଓରୁ ଜାଣନ୍ତୁ କେଉଁ ଅଭ୍ୟାସ ଛାଡ଼ିବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି । ଏପରି କିଛି ଭୁଲ କାର୍ଯ୍ୟ ଯୋଗୁ
Read More
ଶରୀରରେ ବୟସର ଛାପ ଦେଖି ଆପଣ ଚିନ୍ତାଗ୍ରସ୍ତ ହେଉଛନ୍ତି କି ? ବୟସ ବଢିଲେ ବିଭିନ୍ନ ରୋଗ ଆକ୍ରମଣ କରିବା ସହ ଶରୀର ଦୁର୍ବଳ ହୋଇଯିବ, ଏଧାରଣା ସମ୍ପୂର୍ଣ୍ଣ ଭୁଲ । ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟ ବୟସ୍କଙ୍କୁ ବି ରୋଗମୁକ୍ତ ରଖିପାରିବ । ସାଧାରଣତଃ ୪୦ ବର୍ଷ ପୂରଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଖାଦ୍ୟରେ ଅସନ୍ତୁଳନ ଏବଂ ଚାପଗ୍ରସ୍ତ ଦିନଚର୍ଯ୍ୟା ଯୋଗୁଁ ବୟସ
Read More
ପ୍ରାଣାୟାମ କଣ? ସଂସ୍କୃତ ଶବ୍ଦ ପ୍ରାଣାୟାମର ଅର୍ଥ: ପ୍ରାଣ + ଆୟାମ । ‘ପ୍ରାଣ’ ଅର୍ଥ ଜୀବନ ଓ ‘ଆୟାମ’ ଅର୍ଥ ଦୀର୍ଘ । ଭୌତିକ ଅର୍ଥରେ ପ୍ରାଣାୟାମ କହିଲେ ନିରାମୟ, ନିରୋଗ ଦୀର୍ଘ ଜୀବନକୁ ସୂଚିତ କରେ । ଯୋଗାଭ୍ୟାସର ପ୍ରଥମ ଓ ସର୍ବୋତ୍ତମ ସୋପାନ ହେଉଛି ପ୍ରାଣାୟାମ । ମହର୍ଷି ପତଞ୍ଜଳିଙ୍କ ଅନୁଯାୟୀ ପ୍ରାଣାୟାମ ଜୀବନକୁ ନିୟନ୍ତ୍ରଣ କରିବାରେ ସମର୍ଥ ଏକ ଅଦୃଷ୍ଟ ଶକ୍ତି । ପ୍ରାଣାୟାମର ମହତ୍ତ୍ୱ ଓ ଲାଭ ଗୁଡ଼ିକ କ’ଣ?
Read More
ଜଳ ହିଁ ଜୀବନ … ଜଳ ମାନବ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ । ଆପଣଙ୍କ ପାଇଁ, ମୋ ପାଇଁ, ସମସ୍ତଙ୍କ ପାଇଁ ଏହା ସତ୍ୟ ଅଟେ । ଜୀବନ ପାଇଁ ଜଳ କାହିଁକି ଏତେ ଜରୁରୀ? କିନ୍ତୁ ଆପଣ ଏକଥା ଜାଣନ୍ତି କି 50 ପ୍ରତିଶତରୁ ଅଧିକ ରୋଗ କେବଳ ପାଣି ଯୋଗୁଁ ହିଁ ହୋଇଥାଏ । ଆଜ୍ଞା ହଁ ସଠିକ ଢଙ୍ଗରେ, ଠିକ ସମୟରେ, ଉଚିତ ପରିମାଣରେ ପାଣି ପିଇଲେ ଶରୀର ରୋଗର ଶିକାର
Read More
ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ସମୟର ପୁରୁଣା ରାସ୍ତାରେ ପୁଣି ଗଡ଼ିବା ଆରମ୍ଭ କରିଛି ଜୀବନ ଗାଡ଼ି। ନୂଆବର୍ଷରେ ଆପଣ କିଛି ନୂଆ କରିବାକୁ ଇଚ୍ଛା କରୁଛନ୍ତି କି…ଅଛି କି ଆପଣଙ୍କ ଭିତରେ କିଛି ନୂଆ କରିବାର ସଙ୍କଳ୍ପ…ଖୋଜୁଛନ୍ତି କି ନୂଆ ଉପାୟ…ତେବେ ଏହି ଭିଡିଓ ଆପଣଙ୍କ ପାଇଁ … ବାସ୍ ଏହି ଭିଡିଓରେ ମୁଁ ଏପରି ୫ଟି ଉପାୟ ଆପଣଙ୍କୁ ଜଣାଇବି…ଯାହାକୁ ଆପଣ ଆଦରି ନେଲେ ନୂଆବର୍ଷ ସତରେ ଆପଣଙ୍କ ଜୀବନକୁ ନୂତନତ୍ୱରେ ପରିପୂର୍ଣ୍ଣ
Read More
Science Behind Indian Rituals and Traditions ସନାତନ ସଂସ୍କୃତି ବା ଭାରତୀୟ ପରମ୍ପରାରେ ପ୍ରଚଳିତ ଯେକୌଣସି ପ୍ରଥା ପଛରେ ରହିଛି ବୈଜ୍ଞାନିକ ଯୁକ୍ତି ସିଦ୍ଧତା । ଯାହା ବ୍ୟକ୍ତି, ସମାଜ ପ୍ରତି ମଙ୍ଗଳଦାୟକ ସାବ୍ୟସ୍ତ ହେଉଛି। ସେ ବିବାହ ହେଉ କି ପର୍ବ, ସାମାଜିକ କର୍ମ ହେଉକି ଦୈନନ୍ଦିନ ଜୀବନ, ସବୁଠି, ସବୁବେଳେ କିଛି ନା କିଛି ପ୍ରଥା ପାଳିତ ହୋଇଥାଏ । ଶହ ଶହ ବର୍ଷ ଧରି ପ୍ରଚଳିତ ରହିଆସିଥିବା ଏନେକ ପ୍ରଥା ବର୍ତ୍ତମାନ
Read More
Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସ ତୁମେ ଯଦି ଚାହୁଁଥାଅ ସେ ଆଉ କାହାକୁ ତୁମଠାରୁ ନିଜର ନଭାବନ୍ତୁ, ପ୍ରଥମେ ତାଙ୍କୁ ତୁମେ ନିଜଠୁ ନିଜର ଭାବିନିଅ, ଦେଖିବ ତାଙ୍କ ପାଇଁ ତୁମେ ଦୁନିଆ ବନିଯିବ । Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସ ସୁନ୍ଦରତା ମନକୁ ଆକର୍ଷିତ କରିଥାଏ, କିନ୍ତୁ ସ୍ୱଭାବ ହୃଦୟକୁ ଯୋଡ଼େ । Motivational Quotes in Odia | ଓଡ଼ିଆରେ ପ୍ରେରଣାଦାୟକ କୋଟ୍ସMotivational
Read More
କାହିଁକି ଭାରତର ନାମ ଇଣ୍ଡିଆ ହେଲା? ପ୍ରତିଟି ଜାତି, ସଂପ୍ରଦାୟ, ସଂଗଠନ, ଅନୁଷ୍ଠାନର ନାମ ସହିତ ଥାଏ ଆବେଗିକ ସଂଯୋଗ। ଛଳନା ଓ କପଟତାରେ ରାଜ୍ୟ ଜୟ କରିବାରେ ସିଦ୍ଧହସ୍ତ ପାଶ୍ଚାତ୍ୟର ଶାସକମାନେ 1700 ଖ୍ରୀଷ୍ଟାବ୍ଦରେ ଯେତେବେଳେ ପ୍ରାଚୀନ ଭାରତର ଭବ୍ୟତାରେ ଇର୍ଷାନ୍ୱିତ ହୋଇ ଲୁଣ୍ଠନ କରିବାକୁ ଉପାୟ ଚିନ୍ତା କରୁଥିଲେ । ସର୍ବପ୍ରଥମେ ଭାରତୀୟଙ୍କ ମନରୁ ଭାରତବର୍ଷ ସହିତ ଥିବା ଆବେଗିକ ସଂଯୋଗକୁ ତୁଟାଇ ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ । ତତ ପରେପରେ 1858ରେ
Read More
Enjoy the little things! Enjoy the sweetness of ▶Kathatiye Kahun Series ▶Bharatvarsha Series ▶Odia Poem Series Enjoy the little things! On this channel, you can expect lesser-known Indian Art, Culture, Literature, and Inspirational videos in the Odia-English language. My mission is to spread positivity and connect as many people as possible through blogs & videos.
Read More
Mato O Fulara Kabita Odia Poem- MATI O FULARA KABITA ତୁମ ପୃଥିବୀରୁ ଦି’ମୁଠା ସ୍ୱପ୍ନ ନେଇ ଫେରିବା ମୁହୂର୍ତ୍ତରେ ସାରା ଦୁନିଆ ଅମୃତମୟ ଲାଗୁଥିଲା ମତେ, କିନ୍ତୁ ମୁଁ କି ଜାଣିଥିଲି ହାତ ମୁଠିରେ ବନ୍ଦୀ ଦି’ମୁଠା ସ୍ୱପ୍ନ ପାଇଁ ହରେଇ ବସିବି ଆପଣା ପୃଥିବୀରେ ହସିଖେଳି ଜୀବନ ଜିଇଁବାର ଯୋଗ୍ୟତା ଦି’ପାଦ ଭୂଇଁକୁ ମୋର ବୋଲି କହିବାର କ୍ଷମତା । ବରଂ ଏମିତି ଇ ହବାର ଥିଲା ଆମ ପୃଥିବୀରେ ଯେତେ
Read More